Indus Valley Times

ମହାଶିବରାତ୍ରୀ ପାଇଁ  ନାଲକୋ ପକ୍ଷରୁ ଲିଙ୍ଗରାଜ ମନ୍ଦିରରେ ଦହି,ଲସି ଓ ଥଣ୍ଡା ପାନୀୟ ବଣ୍ଟନ

 Breaking News

ମହାଶିବରାତ୍ରୀ ପାଇଁ  ନାଲକୋ ପକ୍ଷରୁ ଲିଙ୍ଗରାଜ ମନ୍ଦିରରେ ଦହି,ଲସି ଓ ଥଣ୍ଡା ପାନୀୟ ବଣ୍ଟନ

ମହାଶିବରାତ୍ରୀ ପାଇଁ  ନାଲକୋ ପକ୍ଷରୁ ଲିଙ୍ଗରାଜ ମନ୍ଦିରରେ ଦହି,ଲସି ଓ ଥଣ୍ଡା ପାନୀୟ ବଣ୍ଟନ
March 14
08:57 2024

Nalco reaches out to devotees on Mahashivratri Day with milk drinks

By Sukanta Mohanty

ଭୁବନେଶ୍ୱର: ଚଳିତବର୍ଷ ପବିତ୍ର ମହାଶିବରାତ୍ରୀ ଉପଲକ୍ଷେ ପ୍ରଭୁ ଶ୍ରୀ ଲିଙ୍ଗରାଜ ମନ୍ଦିର ପରିସରରେ ନାଲକୋ ପକ୍ଷରୁ ଭକ୍ତଙ୍କ ପାଇଁ  ଦହି,ଲସି ସହ ବିଭିନ୍ନ ପ୍ରକାର ଥଣ୍ଡା ପାନୀୟ ଓ ଫାଷ୍ଟଏଡ୍‌ ର ବ୍ୟବସ୍ଥା କରାଯାଇଥିଲା । ଏଠାରେ ବିଭିନ୍ନ ପ୍ରାନ୍ତରୁ ଆସିଥିବା ବ୍ରତଧାରୀ ସହସ୍ରାଧିକ ଭକ୍ତମାନେ ଥଣ୍ଡାପାନୀୟ ପିଇ ତୃଷା ମେଣ୍ଟାଇଥିଲେ । ଏହି ସବୁ ପାନୀୟ ବ୍ୟବସ୍ଥା ନାଲକୋ ପକ୍ଷରୁ ହୋଇଥିବା ବେଳେ ନାଲକୋର ଅଧ୍ୟକ୍ଷ ତଥା ମୁଖ୍ୟ ପରିଚାଳନା ନିର୍ଦ୍ଦେଶକ ଶ୍ରୀଧର ପାତ୍ର ଉପସ୍ଥିତ ରହି ଏହାର ପରିଚାଳନା କରିଥିଲେ ।

ଅନ୍ୟମାନଙ୍କ ମଧ୍ୟରେ ଆଶୁତୋଷ ରଥ ଓ ନାଲକୋର ଅନ୍ୟ କର୍ମଚାରୀମାନେ ଏଥିରେ ସହଯୋଗ କରିଥିଲେ ।

About Author

indadmin

indadmin

Related Articles

Archives

Calendar

May 2024
M T W T F S S
 12345
6789101112
13141516171819
20212223242526
2728293031