Indus Valley Times

ଅତାବିରା: ଜୁବୁଲି ବାଳିକା ବିଦ୍ୟାଳୟ ଖେଳ ପଡ଼ିଆରେ ବୃକ୍ଷରୋପଣ

 Breaking News

ଅତାବିରା: ଜୁବୁଲି ବାଳିକା ବିଦ୍ୟାଳୟ ଖେଳ ପଡ଼ିଆରେ ବୃକ୍ଷରୋପଣ

ଅତାବିରା: ଜୁବୁଲି ବାଳିକା ବିଦ୍ୟାଳୟ ଖେଳ ପଡ଼ିଆରେ ବୃକ୍ଷରୋପଣ
July 09
13:25 2023

Attabira: Plantation drive undertaken at Jubilee Girls’ High School

By Suresh Kumar Dash

ଅତାବିରା ୮/୭ – ବର୍ତ୍ତମାନ ଚାଲିଥିବା ସାମାଜିକ ବନୀକରଣ ସପ୍ତାହ ପରିପ୍ରେକ୍ଷୀରେ ଯୁବୁଲି ବାଳିକା ବିଦ୍ୟାଳୟ ଆନୁକୁଲ୍ୟରେ ଅଞ୍ଚଳର ବିଭିନ୍ନ କମିଟି ର ସଦସ୍ୟଙ୍କ ଦ୍ଵାରା ଆଜି ସତିଯୋର୍ ସ୍ଥିତ ଜୁବୁଲି ବାଳିକା ବିଦ୍ୟାଳୟ ର ଖେଳପଡ଼ିଆ ଠାରେ ନିମ୍ବ, ଜମ୍ବୁ, ଶାଲ, ପିଆଶାଳ, ଅଁଳା ଆଦି ବିଭିନ୍ନ ପ୍ରକାରର ପ୍ରାୟ ୪୦୦ ଗଛ ଚାରା ରୋପଣ କରାଯାଇଛି ।

ଉକ୍ତ ବୃ୍ଷରୋପଣ କାର୍ଯ୍ୟକ୍ରମ ରେ ଜୁବୁଲି ବାଳିକା ବିଦ୍ୟାଳୟ ର ଛାତ୍ରୀମାନଙ୍କ ସହ ଅବିଭାବକ ଓ ଶିକ୍ଷକ ଶିକ୍ଷୟତ୍ରୀ , ମା ଦୁର୍ଗା କମିଟି ର ସଦସ୍ୟ, ସମଲେଶ୍ଵରୀ ମନ୍ଦିର କମିଟି, ଗୋଡଭଗା ଲାୟନ୍ସ୍ କ୍ଳବ୍ ର ସଦସ୍ୟ,ଜଗନ୍ନାଥ ମନ୍ଦିର କମିଟି ସଦସ୍ୟ, ଗୋଡଭଗା ନାଗରିକ କମିଟି ର ସଦସ୍ୟ, ବଜରଙ୍ଗ ଦଳ ଓ ରାଷ୍ଟ୍ରୀୟ ସ୍ଵଂୟ ସେବକ ସଂଘ ର ସଦସ୍ୟ ମାନେ ଉପସ୍ଥିତ ରହି ବୃକଷରୋପଣ କାର୍ଯ୍ୟକ୍ରମ ରେ ଭାଗ ନେଇଥିଲେ ।

ଏହି କାର୍ଯ୍ୟକ୍ରମଟି ଏ ଅଞ୍ଚଳ ପାଇଁ ମେଗା କାର୍ଯ୍ୟକ୍ରମ ଭଳି ହୋଇଥିବା ବେଳେ ଅଞ୍ଚଲବାସୀଙ୍କ ମନରେ ବୃକ୍ଷରୋପଣ ପ୍ରତି ଆଗ୍ରହ ପରିଲକ୍ଷିତ ହେଉଛି ।

About Author

indadmin

indadmin

Related Articles

Archives

Calendar

May 2024
M T W T F S S
 12345
6789101112
13141516171819
20212223242526
2728293031