ଭୁବନେଶ୍ୱର,୫/୨: ସମ୍ବିଧାନ ପ୍ରଣେତା ଡକ୍ଟର ଭୀମରାଓ ରାମଜୀ ଆମ୍ବେଡକରଙ୍କ ନାମରେ ନାମିତ ହେବ ନବନିର୍ମିତ ବରମୁଣ୍ଡା ବସଷ୍ଟାଣ୍ଡ। ଏନେଇ ସୋମବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଘୋଷଣା କରିଛନ୍ତି।ମୁଖ୍ୟମନ୍ତ୍ରୀ କହିଛନ୍ତି, ଡକ୍ଟର ଆମ୍ବେଡକର ଜଣେ ଦୂରଦର୍ଶୀ ନେତା ତଥା ସମର୍ପିତ ସମାଜ ସଂସ୍କାରକ