By Our Correspondent Bhubaneswar/Odisha, Feb 16 : The preparations for Odisha’s largest mining and infrastructure expo, Odisha Mining and Infrastructure Expo 2025, reached a significant milestone yesterday with the unveiling
Tag "Bhubaneswar"
ଭୁବନେଶ୍ୱର, ୧୬/୨: ରାଜ୍ୟର ବିଭିନ୍ନ ସ୍ଥାନରେ ଆସନ୍ତା ୧୯ରୁ ବର୍ଷା ସମ୍ଭାବନା । କିଛି ସ୍ଥାନରୁ ୧୯ରୁ ୨୧ଯାଏଁ ହାଲୁକା ବର୍ଷା ହେବା ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ ବିଭାଗ ।ଏଥିପାଇଁ ୧୦ ଜିଲ୍ଲାକୁ ୱାର୍ଣ୍ଣି ଜାରି କରାଯାଇଛି । ହାଲୁକା
ଭୁବନେଶ୍ୱର, ୧୬/୨: ଆଜି ମଞ୍ଚେଶ୍ୱର ଥାନାରେ ରସୁଲଗଡ ଓଭରବ୍ରିଜ୍ ଉପରେ ହୋଇଥିବା ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ ରମା ନାୟକ ଆତ୍ମସର୍ମପଣ କରିଛି ।ଏହି ହତ୍ୟାକାଣ୍ଡ ସାରା ଅଞ୍ଚଳରେ ଚାଞ୍ଚଲ୍ୟ ଖେଳାଇଦେଇଥିଲା । ପୋଲିସ ଏହି ଘଟଣାର ତଦନ୍ତ ଜାରି କରି ଅଭିଯୁକ୍ତକୁ
ଭୁବନେଶ୍ୱର, ୧୫/୨ : ପୁଣି ରାସନକାର୍ଡରେ E- KYC ନେଇ ଆସିଲା ବଡ଼ ଅପଡେଟ । ଆସନ୍ତା ୩୧ ମାର୍ଚ୍ଚ ଯାଏଁ ଋ-କଣଉ ଅବଧି ବଢ଼ିଲା ।ଏନେଇ ଆଜି ଖାଦ୍ୟ ଓ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ରଙ୍କ ସୂଚନା ଦେଇଛନ୍ତି ।
ଢେଙ୍କାନାଳ, ୧୫/୨ : ବନ୍ଦ ଘରୁ ଝୁଲନ୍ତା ଅବସ୍ଥାରେ ୩ ଜଣଙ୍କ ମୃତଦେହ ଉଦ୍ଧାର କରାଯାଇଛି । ଏପରି ଏକ ଅଭାବନୀୟ ଘଟଣା ଢେଙ୍କାନାଳ ଜିଲ୍ଲା ସଦର
ଭୁବନେଶ୍ୱର, ୧୫/୨ : ୯ ମାସ ପରେ କଂଗ୍ରେସକୁ ଫେରିଲେ ସୁର ରାଉତରାୟ । ଦଳକୁ ଫେରି ଭାବବିହ୍ଵଳ ହୋଇପଡ଼ିଲେ । ନିଜ ପ୍ରତିକ୍ରିୟା ରଖିଲା ବେଳେ
ଭୁବନେଶ୍ୱର,୧୪/୨: ସରକାର ଓଡ଼ିଶାରେ ଶିକ୍ଷାର ଗୁଣବତ୍ତା ଉନ୍ନତ କରିବା ପାଇଁ ପ୍ରୟାସ କରୁଥିବା ବେଳେ, ୮ମ ଶ୍ରେଣୀର ଛାତ୍ରଛାତ୍ରୀମାନେ ବିୟୋଗ ଏବଂ ହରଣ ଭଳି ଗାଣିତିକ ଗଣନାରେ
ଭୁବନେଶ୍ୱର,୧୪/୨: ବିଧାନସଭା ଆରମ୍ଭରୁ ମାଡିଆସିଲେ ବିରୋଧୀ। ଆରମ୍ଭରୁ କଲେ ହଙ୍ଗାମା। ଏହାରି ଭିତରେ ମୁହାଁମୁହିଁ ହୋଇଗଲେ ବିଜେଡି ବିଧାୟକ ଆଉ ଭାଜପା ବିଧାୟକ। ଗୃହରେ ଜମିଲା ଅସ୍ମିତା
ଭୁବନେଶ୍ୱର,୧୪/୨: ମୁଖ୍ୟମନ୍ତ୍ରୀ କଲେ ବଡ଼ ଘୋଷଣା। ୧୦ ମାସର ବକେୟା ଦରମା ପାଇବେ କମ୍ୟୁନିଟି ସପୋର୍ଟ ଷ୍ଟାଫ। ଉଜଚ, ବ୍ୟାଙ୍କମିତ୍ର, ଗଈକ, ପ୍ରାଣୀମିତ୍ର ବକେୟା ଦରମା ପାଇବେ






