ଭୁବନେଶ୍ୱର,୩୧/୭: ଓଡ଼ିଶା ଲୋକସେବା ଆୟୋଗ (ଙଚଝଉ) ଦ୍ୱାରା ପରିଚାଳିତ ଓଡ଼ିଶା ପ୍ରଶାସନିକ ସେବା ପରୀକ୍ଷା ୨୦୨୧ର ଫଳ ସୋମବାର ପ୍ରକାଶ ପାଇଛି। ଏଥିରେ ମୋଟ ୪୩୨ ଜଣ କୃତକାର୍ଯ୍ୟ ହୋଇଛନ୍ତି। ସେମାନଙ୍କ ମଧ୍ୟରେ ୧୬୪ ଜଣ ଝିଅ ଅଛନ୍ତି।ସୁଦେବ କୁମାର ପୃଷ୍ଟି
Tag "Bhubaneswar"
ଭୁବନେଶ୍ବର,୩୧/୭: ବେକାବୁ ଡେଙ୍ଗୁକୁ କାବୁ କରିବାକୁ ବିଏମ୍ସି ଯତ୍ପରୋନାସ୍ତି ଉଦ୍ୟମ କରୁଥିବା କହୁଛି। ସପ୍ତାହରେ ଦୁଇ ଦିନ ଡ୍ରାଏ ଡେ’ ଚାଲିଥିବା ବେଳେ କମିସନରଙ୍କ ମାନସପୁତ୍ର କୁହାଯାଉଥିବା ‘ଘର ଘର ଅଭିଯାନ’କୁ ଗୁରୁତ୍ବର ସହ ମନିଟର କରାଯାଉଥିବା କୁହାଯାଉଛି। ଅନ୍ୟ ଏକ
ଭୁବନେଶ୍ୱର,୩୦/୭: ଗତକାଲିର ଘୂର୍ଣ୍ଣିବଳୟ ପ୍ରଭାବରେ ଆଜି (ରବିବାର) ଉତ୍ତର ଓଡିଶା ପାର୍ଶ୍ୱବର୍ତ୍ତୀ ଦକ୍ଷିଣ ଗଙ୍ଗୀୟ ପଶ୍ଚିମବଙ୍ଗ ଉପତ୍ୟକା ଅଞ୍ଚଳରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି। ଏହି ଘୂର୍ଣ୍ଣିବଳୟ ସମୁଦ୍ର ପତ୍ତନଠାରୁ ବାୟୁମଣ୍ଡଳରେ ୫.୮ କିମି ଉଚ୍ଚତା ଯାଏଁ ବ୍ୟାପିଛି।ଗାଙ୍ଗେୟ ପଶ୍ଚିମବଙ୍ଗ
ଭୁବନେଶ୍ୱର ,୩୦/୭: ରାଜଧାନୀର ଚନ୍ଦ୍ରଶେଖରପୁର ଶ୍ରୀବିହାର ଅଞ୍ଚଳରେ ଅଭାବନୀୟ ଘଟଣା। ଚୋରୀ ସନ୍ଦେହରେ ଘରୋଇ ସହାୟିକାଙ୍କୁ ଶ୍ରୀବିହାର ଅଞ୍ଚଳରେ ଜଣେ ଘର ମାଲିକ ଅଟକ ରଖିଥିଲେ। ବନ୍ଦ ଘରୁ ଘରୋଇ ସହାୟିକାଙ୍କୁ ଉଦ୍ଧାର କରିଛି ପୁଲିସ।ଉଦ୍ଧାର ବେଳେ ଜଣେ ମହିଳା ଏଏସ୍ଆଇ
ଭୁବନେଶ୍ବର,୨୯/୭ : ବଙ୍ଗୋପସାଗରରେ ଲଗାତାର ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାରେ ଲାଗିଛି । କିଛି ଦିନ ତଳେ ସୃଷ୍ଟ ଲଘୁଚାପ ରାଜ୍ୟରେ ଭଲ ବର୍ଷା କରାଇ ଦୁର୍ବଳ
ଭୁବନେଶ୍ୱର,୨୯/୭ : ପାଇଖାନା ଟାଙ୍କିରେ ଶ୍ୱାସରୁଦ୍ଧ ହୋଇ ୨ ଜଣଙ୍କ ମୃତ୍ୟୁ ଘଟିଛି। ଭୁବନେଶ୍ୱର ଶିଶୁପାଳଗଡ଼ ରଘୁନାଥ ନଗର ଲେନ୍-୨ରେ ଆଜି ଘଟିଛି ଏହି ଦୁଃଖଦ ଘଟଣା।ପାଇଖାନା
ଭୁବନେଶ୍ବର,୨୯/୭: ବ୍ୟାଙ୍କ ଋଣ ଦେବା ନାଁରେ ବଡ଼ ଧରଣର ଠକେଇ ମାମଲାରେ ବନ୍ଧା ହେଲେ ସେଣ୍ଟ୍ରାଲ୍ ବ୍ୟାଙ୍କ ଅଫ୍ ଇଣ୍ଡିଆର ପୂର୍ବତନ ଶାଖା ପରିଚାଳକ ସ୍ୱୟମ୍ ପ୍ରକାଶ
ଭୁବନେଶ୍ୱର,୨୭/୭: ଓଡ଼ିଶା ଷ୍ଟାଫ ସିଲେକସନ୍ କମିଶନ (OSSC) ଦ୍ୱାରା ପରିଚାଳିତ ଜେଇ ସିଭିଲ୍ ମେନ୍ ପରୀକ୍ଷାର ପ୍ରଶ୍ନପତ୍ର ଲିକ୍ ମାମଲାକୁ ନେଇ ସମଗ୍ର ରାଜ୍ୟରେ ହଇଚଇ ସୃଷ୍ଟି
ଭୁବନେଶ୍ବର,୨୭/୭ : ଲଘୁଚାପ ପ୍ରଭାବରେ ଆସନ୍ତା ୫ ଦିନ ଯାଏ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ଲାଗି ରହିବ। ଗୁରୁବାର ମଧ୍ୟାହ୍ନ ସୁଦ୍ଧା ମାଲକାନଗିରି ଓ କୋରାପୁଟର
ଭୁବନେଶ୍ବର,୨୫/୭: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ତିନିଦିନିଆ ଓଡ଼ିଶା ଗସ୍ତରେ ଆସିଛନ୍ତି। ସେ ବାୟୁସେନାର ସ୍ବତନ୍ତ୍ର ବିମାନରେ ମଙ୍ଗଳବାର ସଂଧ୍ୟା ୬ଟା ୮ରେ ଭୁବନେଶ୍ବର ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ