ନୂଆଦିଲ୍ଲୀ,୧/୪: ଶନିବାର ସମଗ୍ର ଦେଶରେ ୧୯ କି.ଗ୍ରା.ବିଶିଷ୍ଟ ବ୍ୟାବସାୟିକ ‘ଏଲ୍ପିଜି’ ସିଲିଣ୍ଡର୍ର ଦର ୯୧ଟଙ୍କା ୫୦ ପଇସା ହ୍ରାସ ପାଇଥିବା କଥା ‘ଏଏନ୍ଆଇ’ ରିପୋର୍ଟ କରିଛି।କିନ୍ତୁ, ଘରୋଇ ରନ୍ଧନ ନିମନ୍ତେ ବ୍ୟବହାର କରାଯାଉଥିବା ୧୪.୨ କି.ଗ୍ରା.ବିଶିଷ୍ଟ ‘ଏଲ୍ପିଜି’ ସିଲିଣ୍ଡର୍ର ଦର ଅପରିବର୍ତ୍ତିତ