ଭୁବନେଶ୍ବର୨୮/୧୧: ଡିସେମ୍ବର ମାସ ପାଇଁ ନୂଆ ଗାଇଡ୍ ଲାଇନ୍ ଜାରି କରିଛନ୍ତି ରାଜ୍ୟ ସରକାର। ୭୫ ପ୍ରତିଶତ କର୍ମଚାରୀଙ୍କୁ ନେଇ ଚାଲିବ ସରକାରୀ ଅଫିସ୍। ଜାରି ହୋଇଥିବା ନୂଆ ଗାଇଡ ଲାଇନ୍ରେ ପ୍ରତି ଶନିବାର –ରବିବାର ବନ୍ଦ ରହିବ ସରକାରୀ ଅଫିସ୍।