Indus Valley Times

Tag "Cuttack"

ଶ୍ରଦ୍ଧ।ବ।ନ୍ ଲଭନ୍ତି ଜ୍ଞାନମ୍ : ଭାଗବତ ମହାପୁରାଣ ଓ ଗୀତ।ର ଜ୍ଞାନ ଯୋଗ ଆଲୋଚନା

ବରଦା ପ୍ରସନ୍ନ ଦାସଙ୍କ ରିପୋର୍ଟକଟକ, ୮/୯ : ମୁଁ ଯ।ହାକୁ ହୁଅଇ ସଦୟ, ଜ୍ଞାନ ତା ହୁଅଇ ଉଦୟ । ଭାଗବତ ଜନ୍ମ ,ଇନ୍ଦୁ ପୂର୍ଣ୍ଣମୀ,ଚନ୍ଦ୍ରଗ୍ରହଣ ଅବସରରେ ଥିଙ୍କର୍ସ କ୍ଲବର ୧୩୪ ତମ ଆଭ।ସି ଆଲୋଚନା ଅନୁଷ୍ଠିତ ହୋଇଯାଇଛି ।ମୁଖ୍ୟ ଅତିଥି

Read Full Article

ପୁଲିସ ବିଭାଗର ୪୧ ଜଣ ଶ୍ରେଷ୍ଠ କ୍ରୀଡ଼ାବିତ ସମ୍ବର୍ଦ୍ଧିତ

    ପୁଲିସ ବିଭାଗର ୪୧ ଜଣ ଶ୍ରେଷ୍ଠ କ୍ରୀଡ଼ାବିତ ସମ୍ବର୍ଦ୍ଧିତ

କଟକ, ୨୯/୮ : ଜାତୀୟ କ୍ରୀଡା ଦିବସ ଅବସରରେ ଓଡ଼ିଶା ପୋଲିସର କ୍ରୀଡ଼ାବିତଙ୍କୁ ସମ୍ବର୍ଦ୍ଧନା ଦିଆଯାଇଛି । ପୋଲିସ ଡିଜି ଯୋଗେଶ ବାହାଦୂର ଖୁରାନିଆ ୪୧ ଜଣ ଶ୍ରେଷ୍ଠ କ୍ରୀଡ଼ାବିତଙ୍କୁ ସମ୍ବର୍ଦ୍ଧିତ କରିଛନ୍ତି ।କଟକ ଆଇପିଏସ ମେସସ୍ଥିତ ଆର.କେ. ପାଢ଼ୀ ମେମୋରିଆଲ

Read Full Article

221 unsafe buildings identified in Cuttack, HC orders phased demolition

By Shrikant Panda Bhubaneswar, Aug. 21: Odisha’s oldest city Cuttack is staring at a looming safety crisis with 221 buildings officially declared unsafe for habitation. Many of these structures are

Read Full Article

ସେପ୍ଟେମ୍ବର ୨୮ରୁ କଟକରେ ଶାରଦୀୟ ଦୁର୍ଗା ପୂଜା, ଅକ୍ଟୋବର ୩ରେ ଭସାଣୀ

    ସେପ୍ଟେମ୍ବର ୨୮ରୁ କଟକରେ ଶାରଦୀୟ ଦୁର୍ଗା ପୂଜା, ଅକ୍ଟୋବର ୩ରେ ଭସାଣୀ

କଟକ, ୧୭/୮ : ଆସନ୍ତା ୨୮ରୁ ଆରମ୍ଭ ହେବ କଟକର ପ୍ରସିଦ୍ଧ ଦୁର୍ଗା ପୂଜା । ଆସନ୍ତା ମାସ ଅର୍ଥାତ ସେପ୍ଟେମ୍ବର ୨୮ରୁ କଟକରେ ଶାରଦୀୟ ଦୁର୍ଗା ପୂଜା ଆରମ୍ଭ ହେବ । ଅକ୍ଟୋବର ୩ରେ ଅନୁଷ୍ଠିତ ହେବ ମାଙ୍କ ଭସାଣୀ

Read Full Article

ଆଉ ନାହାନ୍ତି ପ୍ରସିଦ୍ଧ ଦହିବରା ବ୍ୟବସାୟୀ ରଘୁ ମଉସା

    ଆଉ ନାହାନ୍ତି ପ୍ରସିଦ୍ଧ ଦହିବରା ବ୍ୟବସାୟୀ ରଘୁ ମଉସା

କଟକ,୧୬/୮: ଚାଲିଗଲେ ରଘୁ ମଉସା। କଟକ ଦହିବରା ଆଳୁଦମ୍‌କୁ ପ୍ରସିଦ୍ଧ କରିଥିବା ଲୋକପ୍ରିୟ ଆଳୁଦମ୍ ଦହିବରା ବ୍ୟବସାୟୀ ରଘୁନାଥ ସାସମଲଙ୍କ ୯୧ ବର୍ଷ ବୟସରେ ପରଲୋକ ଘଟିଛି।

Read Full Article

ବିଜେପି ଅମରେଶ୍ୱର୍ ମଣ୍ଡଳରେ ହର ଘର ତ୍ରିରଙ୍ଗା ଶୋଭାଯାତ୍ରା

    ବିଜେପି ଅମରେଶ୍ୱର୍ ମଣ୍ଡଳରେ ହର ଘର ତ୍ରିରଙ୍ଗା ଶୋଭାଯାତ୍ରା

ବରଦା ଦାସଙ୍କ ରିପୋର୍ଟକଟକ , ୧୩/୮: ଆଜି ସକାଳ ୮ ଘଟିକ।ରେ ସ୍ଵାଧୀନତା ଦିବସ ପାଳନ ଅବସରରେ ତ୍ରିରଙ୍ଗା ଶୋଭାଯାତ୍ରା ବିଜେପି ଅମରେଶ୍ୱର୍ ମଣ୍ଡଳ ତରଫରୁ ଅନୁଷ୍ଠିତ

Read Full Article

Swami Vivekananda’s views on the Eternal Religion

BY BARADA DAS CUTTACK, AUG  12:  It was a moment of pride for the members of the Club to discuss

Read Full Article

ସନାତନ ଧର୍ମ ଓ ସ୍ବାମୀ ବିବେକାନନ୍ଦ

ବରଦା ଦାସଙ୍କ ରିପୋର୍ଟକଟକ, ୧/୮ : ଶାଶ୍ଵତ ନିୟମର ଅନୁପ।ଳନ ଧର୍ମ । ସନାତନ ଅର୍ଥ eternal । ଥିଲା ଅଛି ଓ ରହିବ । ସ୍ବାମୀ

Read Full Article

ଭାରତୀୟ ଦର୍ଶନରେ ବେଦାନ୍ତ- ପ୍ରେରଣାର ଉତ୍ସ : ସ୍ବାମୀ ଶ୍ୟାମ।ନନ୍ଦ

ବରଦା ଦାସଙ୍କ ରିପୋର୍ଟକଟକ, ୪/୮: ସ୍ବାମୀ ଶଙ୍କରାଚାର୍ଯ୍ୟଙ୍କ ମତରେ ଜତୋ ମତ ତତୋ ପଥ। ମଙ୍ଗଳା ଚରଣ,ଅନୁବନ୍ଧ ଚତୁଷ୍ଟାୟ,ଆସ୍ତିକ ନାସ୍ତିକ,ସଡ ଦର୍ଶନ,ପ୍ରକୃତି ପୁରୁଷ, ସାଂଖ୍ୟ ଦର୍ଶନ,ମୀମାଂସା,ଚିତ୍ତ ବୃତ୍ତି

Read Full Article

ଓଟିଇଟି ପ୍ରଶ୍ନପତ୍ର ଲିକ୍ ମାମଲା: ବୋର୍ଡ ଉପସଭାପତି ଗିରଫ

    ଓଟିଇଟି ପ୍ରଶ୍ନପତ୍ର ଲିକ୍ ମାମଲା: ବୋର୍ଡ ଉପସଭାପତି ଗିରଫ

କଟକ, ୩/୮ : ସ୍ପେଶାଲ ଓଟିଇଟି ପରୀକ୍ଷା ପ୍ରଶ୍ନପତ୍ର ଲିକ୍ ମାମଲାରେ ବୋର୍ଡ ଉପସଭାପତି ନିହାର ରଞ୍ଜନ ମହାନ୍ତିଙ୍କୁ ଗିରଫ କଲା କ୍ରାଇମବ୍ରାଞ୍ଚ । ପ୍ରଶ୍ନପତ୍ର ଲିକ୍

Read Full Article

Archives

Calendar

August 2026
M T W T F S S
 12
3456789
10111213141516
17181920212223
24252627282930
31