ଭୁବନେଶ୍ୱର,୨୦/୧୦: ଓଡ଼ିଶା ଉପକୂଳ ଛୁଇଁ ଚାଲିଯିବ ଆସୁଥିବା ବାତ୍ୟା । ସୃଷ୍ଟି ହୋଇଥିବା ଲଘୁଚାପ ୨୨ରେ ଅବପାତ ରୂପ ନେବ । ୨୩ରେ ଗଭୀର ଅବପାତ, ୨୪ରେ ବାତ୍ୟା ରୂପ ନେବ । ପରେ ଉତ୍ତର-ଉତ୍ତରପୂର୍ବ ଦିଗକୁ ଗତି କରିବା ସମ୍ଭାବନା