Legatus

Tag "dengue cases"

ସେପ୍ଟେମ୍ୱର ଯାଏଁ ରହିବ ରାଜ୍ୟରେ ଡେଙ୍ଗୁର ‘ପିକ୍ ପିରିୟଡ’, ସତର୍କ କରାଇଲେ ବିଶେଷଜ୍ଞ

ଭୁବନେଶ୍ଵର,୨୫/୮: ଓଡ଼ିଶାରେ ଏବେ ୭୦ ପ୍ରତିଶତ ଡେଙ୍ଗୁ ଭୂତାଣୁ D-2ଭାରିଆଣ୍ଟ। ୨୮ ପ୍ରତିଶତ ଊ-୧ ଭାରିଆଣ୍ଟର। ନିକଟରେ ବିଭିନ୍ନ ଜିଲ୍ଲାରୁ ଆସିଥିବା ଡେଙ୍ଗୁ ରୋଗୀଙ୍କ ନମୂନାର ସିରୋଟାଇପ୍ ପରୀକ୍ଷାରୁ ଏହା ଜାଣିବାକୁ ପାଇଛି ଜଗଜଉ ଭୁବନେଶ୍ଵର। ଏନେଇ ସୂଚନା ଦେଇଛନ୍ତି RMRCନିର୍ଦ୍ଦେଶିକା

Read Full Article

ରାଜ୍ୟରେ ଡେଙ୍ଗୁ ଆକ୍ରାନ୍ତ ସଂଖ୍ୟା ୨୫ଶହ ଛୁଇଁବ

ଭୁବନେଶ୍ବର,୨୨/୮: ରାଜଧାନୀରେ ଡେଙ୍ଗୁ ଥମିବା ନାଁ ଧରୁନି। କ୍ରମାଗତ ଭାବରେ ବଢ଼ି ବଢ଼ି ଡେଙ୍ଗୁ ଆକ୍ରାନ୍ତଙ୍କ ସଂଖ୍ୟା ୧୦୦୦ ଅତିକ୍ରମ କରିଛି। ଆଜି ସୁଦ୍ଧା ୧୩୧୪ ଜଣ ଆକ୍ରାନ୍ତ ହୋଇଥିବା ସୂଚନା ମିଳିଛି। କ୍ୟାପିଟାଲ୍ ହସ୍ପିଟାଲ୍ରେ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରୁ ଅଭାବନୀୟ

Read Full Article

ଡେଙ୍ଗୁ ପାଇଁ କ୍ୟାପିଟାଲ ହସ୍ପିଟାଲରେ ସ୍ୱତନ୍ତ୍ର ବ୍ୟବସ୍ଥା, ଖୋଲିବ ସ୍ଵତନ୍ତ୍ର ଟେଷ୍ଟିଂ ସେଣ୍ଟର

ଭୁବନେଶ୍ୱର,୨୧/୮:ରାଜଧାନୀ ଭୁବନେଶ୍ୱରରେ ଡେଙ୍ଗୁ ରୋଗୀଙ୍କ ସଂଖ୍ୟା ବଢ଼ି ବଢ଼ି ଚାଲିଥିବା ବେଳେ କ୍ୟାପିଟାଲ ହସ୍ପିଟାଲରେ ସ୍ୱତନ୍ତ୍ର ଟେଷ୍ଟିଂ ସେଣ୍ଟର ସହିତ ୪ଟି ଯାକ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର (ସିଏଚ୍ସି)ରେ ଡେଙ୍ଗୁ ୱାର୍ଡ ଖୋଲିବା ପାଇଁ ନିଷ୍ପତ୍ତି ହୋଇଛି।କ୍ୟାପିଟାଲ୍ ହସ୍ପିଟାଲ୍ ନିର୍ଦ୍ଦେଶକ ଡାକ୍ତର

Read Full Article

ଡେଙ୍ଗୁ ନେଇ ବିଏମସିର କଡ୍ଡା ଆଭିମୁଖ୍ୟ, ଘରୁ ମଶା ବାହାରିଲେ ଗଣିବେ ୧୦୦୦ ଟଙ୍କାର ଫାଇନ୍

    ଡେଙ୍ଗୁ ନେଇ ବିଏମସିର କଡ୍ଡା ଆଭିମୁଖ୍ୟ, ଘରୁ ମଶା ବାହାରିଲେ ଗଣିବେ ୧୦୦୦ ଟଙ୍କାର ଫାଇନ୍

ଭୁବନେଶ୍ୱର,୧୦/୮: ଘର ଘର ବୁଲି ଡେଙ୍ଗୁ ମଶା ଖୋଜିବ ଭୁବନେଶ୍ୱର ମହାନଗର ନିଗମ (ବିଏମ୍ସି)। ଯଦି ଘରେ ବା ଘର ଆଖପାଖରେ ଡେଙ୍ଗୁ ମଶା ବଂଶବୃଦ୍ଧି ପାଇଁ ପରିବେଶ ଥାଏ ଅଥବା ଡେଙ୍ଗୁ ମଶା ଦେଖିବାକୁ ମିଳେ ତେବେ ହଜାରେ ଟଙ୍କା

Read Full Article

ରାଜଧାନୀରେ ଭୟଙ୍କର ହେଉଛି ଡେଙ୍ଗୁ, ପିଲାକୁ ଜନ୍ମ ଦେଇ ଆଖି ବୁଜିଲା ମାଆ

ଭୁବନେଶ୍ବର,୩୧/୭: ବେକାବୁ ଡେଙ୍ଗୁକୁ କାବୁ କରିବାକୁ ବିଏମ୍ସି ଯତ୍ପରୋନାସ୍ତି ଉଦ୍ୟମ କରୁଥିବା କହୁଛି। ସପ୍ତାହରେ ଦୁଇ ଦିନ ଡ୍ରାଏ ଡେ’ ଚାଲିଥିବା ବେଳେ କମିସନରଙ୍କ ମାନସପୁତ୍ର କୁହାଯାଉଥିବା

Read Full Article

ଡରାଇଲାଣି ଡେଙ୍ଗୁ : ଏବର୍ଷ ମଧ୍ୟ ସଂଖ୍ୟା ବଢିବାରେ ଲାଗିଛି, ଆମକୁ ସତର୍କ ହେବାକୁ ପଡିବ- ନିରଞ୍ଜନ ମିଶ୍ର

    ଡରାଇଲାଣି ଡେଙ୍ଗୁ : ଏବର୍ଷ ମଧ୍ୟ ସଂଖ୍ୟା ବଢିବାରେ ଲାଗିଛି, ଆମକୁ ସତର୍କ ହେବାକୁ ପଡିବ- ନିରଞ୍ଜନ ମିଶ୍ର

ଭୁବନେଶ୍ବର,୩/୭: ରାଜ୍ୟରେ ଡେଙ୍ଗୁର ସ୍ଥିତି ନେଇ ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ନିରଞ୍ଜନ ମିଶ୍ର ସୂଚନା ଦେଇଛନ୍ତି। ସେ କହିଛନ୍ତି, ଏବର୍ଷ ମଧ୍ୟ ଡେଙ୍ଗୁ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି।

Read Full Article

ବର୍ଷା ଆରମ୍ଭରୁ ମୁଣ୍ଡ ଟେକିଲାଣି ଡେଙ୍ଗୁ : ୧୭୫ ରୋଗୀ ଚିହ୍ନଟ, ଖୋର୍ଦ୍ଧା ଜିଲ୍ଲାରେ ସର୍ବାଧିକ

ଭୁବନେଶ୍ବର,୨/୭: ରାଜଧାନୀରେ ଦିନକୁ ଦିନ ଡେଙ୍ଗୁ ସ୍ଥିତି ଜଟିଳ ହେଉଛି। ରାଜଧାନୀର ଆଇଆରସି ଭିଲେଜ, ସାଲିଆ ସାହି ଏବଂ ଓଲଡ ଟାଉନ ଚଳିତବର୍ଷର ନୂଆ ହଟସ୍ପଷ୍ଟ ପାଲଟିଛି।

Read Full Article

Archives

Calendar

March 2025
M T W T F S S
 12
3456789
10111213141516
17181920212223
24252627282930
31