Legatus

Tag "Dhenkanal"

କପିଳାସ ହାତୀ ସଂରକ୍ଷଣ କେନ୍ଦ୍ରରେ ହାତୀର ମୃତ୍ୟୁ

    କପିଳାସ ହାତୀ ସଂରକ୍ଷଣ କେନ୍ଦ୍ରରେ ହାତୀର ମୃତ୍ୟୁ

ଢେଙ୍କାନଳ, ୭/୧ :କପିଳାସ ହାତୀ ଉଦ୍ଧାର କେନ୍ଦ୍ରରେ ଏକ ଦନ୍ତା ହାତୀର ମୃତ୍ୟୁ ଘଟିଛି। ମୃତ ହାତୀଟିର ବୟସ ୩୦ରୁ ୩୫ ବର୍ଷ ମଧ୍ୟରେ ହେବ ବୋଲି ଅନୁମାନ କରାଯାଉଛି। ତେବେ ଦନ୍ତା ହାତୀଟିର ମୃତ୍ୟୁର କାରଣ ଅସ୍ପଷ୍ଟ ରହିଛି।ଏହି ଦନ୍ତା

Read Full Article

ମଦ ସାମ୍ରାଜ୍ୟ ଉପରେ ଥମୁନି ରେଡ୍; ଢେଙ୍କାନାଳରେ ପଶିଲା ଆୟକର ଟିମ୍

କାମାକ୍ଷାନଗର,୧୬/୧୨: ଆଜି ବି ଦ୍ବିତୀୟ ଦିନରେ ଢେଙ୍କାନାଳ ଜିଲ୍ଲା ତୁମୁସିଙ୍ଗା ଥାନା ଅନ୍ତର୍ଗତ ମାଛିଆ ଗ୍ରାମରେ ଥିବା ଶକ୍ତି ମଲ୍ଟଏୟାର ଆଣ୍ଡ ଲିମୋନେଡ୍ କମ୍ପାନିରେ ଆଇଟି ବିଭାଗ ପକ୍ଷରୁ ଚଢ଼ଉ ଜାରି ରହିଛି।ଟିକସ ଫାଙ୍କି ଅଭିଯୋଗରେ ଏଠାରେ ଆୟକର ଚଢ଼ଉ କରାଯାଉଛି।ଗତକାଲି

Read Full Article

ହାତରେ ଫାଟିଗଲା ମୋବାଇଲ୍ ବ୍ୟାଟେରୀ, ଅଳ୍ପକେ ବର୍ତ୍ତିଲେ ନାବାଳକ

ଢେଙ୍କାନାଳ,୫/୧୧ : ମୋବାଇଲ୍ ମରାମତି ବେଳେ ଘଟିଲା ଭୟଙ୍କର ବିସ୍ଫୋରଣ। ଅଳ୍ପକେ ବର୍ତ୍ତିଲେ ଦୋକାନୀ ଓ ଗ୍ରାହକ। ଆଜି ଅପରାହ୍ନରେ ଏପରି ଘଟଣା ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଟାଉନ୍ରେ ଘଟିଛି।କାମାକ୍ଷାନଗର ସହର କଲେଜ ରୋଡ୍ରେ ରହିଛି କାଳିଆ ମୋବାଇଲ ଦୋକାନ। ସେଠାରେ

Read Full Article

ଯାତ୍ରା ପଡ଼ିଆରେ ଶୋଇଥିବା ବେଳେ ମାଆ ଓ ପୁଅଙ୍କ ଉପରେ ଚଢ଼ିଗଲା ଟ୍ରକ୍: ଚାଲିଗଲା ଦୁଇ ଜୀବନ

ଢେଙ୍କନାଳ,୧୦/୧୦: ଘରେ ଶୋଇଥିବା ବେଳେ ମା’ ୮ବର୍ଷର ପୁଅ ଉପରେ ମାଡ଼ିଗଲା ଟ୍ରକ୍। ଦୁର୍ଘଟଣାରେ ମା’ପୁଅଙ୍କର ମୃତ୍ୟୁ ଘଟିଥିବା ବେଳେ ୪ ଜଣ ଅଳ୍ପକେ ବର୍ତ୍ତି ଯାଇଛନ୍ତି। ଏପରି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି ଢେଙ୍କନାଳ ଜିଲ୍ଲା ମହାବିରୋଡ ଥାନା ଅନ୍ତର୍ଗତ

Read Full Article

ଭାରସାମ୍ୟ ହରାଇ ନାଳକୁ ଖସିଲା କାର, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ

ଢେଙ୍କାନାଳ,୨/୮ : ବର୍ଷାରେ କାର୍ ଚଲା ଶିଖୁଥିଲେ। ଅସାବଧାନତା ଯୋଗୁ କାର୍ଟି କେନାଲ ଭିତରେ ପଶି ଯାଇଥିଲା। ମୃତ୍ୟୁ ମୁଖରୁ ବର୍ତ୍ତି ଯାଇଥିଲେ ସୁଦ୍ଧା ଗୁରୁତର ଅବସ୍ଥାରେ

Read Full Article

କୂଅ ସଫା ବେଳେ ଅଘଟଣ : ଶ୍ବାସରୁଦ୍ଧ ହୋଇ ଗଲା ଦୁଇ ଜଣଙ୍କ ଜୀବନ

ଢେଙ୍କାନାଳ,୨୧/୭: କୂଅରେ ବ୍ଲିଚିଂ ପାୱଡର ପକାଉ ଥିଲେ। ଅସାବଧାନତା ଯୋଗୁ ଖସିଗଲା ଗୋଡ଼। କୂଅ ଭିତରେ ମାଲିକ ଓ ଶ୍ରମିକ ପଡ଼ି ପ୍ରାଣ ହରାଇଲେ। ଆଜି ଏପରି

Read Full Article

ପୂର୍ବ ଶତ୍ରୁତାରୁ ଯୁବ ଠିକାଦାରଙ୍କୁ ଗୁଳିମାଡ଼, ଦୁର୍ବୃତ୍ତ ଫେରାର

ଢେଙ୍କାନାଳ,୧୫/୬: ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗରର ବିଜେଡି ନେତା କାହ୍ନୁଚରଣ ସାହୁଙ୍କୁ ହୋଇଛି ଗୁଳିମାଡ଼। ତାଙ୍କ ହାତ ଓ ଜଙ୍ଘରେ ଗୁଳି ବାଜିଛି। ତାଙ୍କୁ କଟକର ଏକ ଘରୋଇ

Read Full Article

ଟାଟା ଷ୍ଟିଲ୍ ପ୍ଲାଣ୍ଟରେ ଷ୍ଟିମ୍ ପାଇପ୍ ଫାଟି ୧୯ ଗୁରୁତର

    ଟାଟା ଷ୍ଟିଲ୍ ପ୍ଲାଣ୍ଟରେ ଷ୍ଟିମ୍ ପାଇପ୍ ଫାଟି ୧୯ ଗୁରୁତର

ମେରାମଣ୍ଡଳୀ/ଢେଙ୍କାନାଳ,୧୩/୬: ଢେଙ୍କାନାଳ ଜିଲ୍ଲା ମେରାମଣ୍ଡଳୀସ୍ଥିତ ଟାଟା ଷ୍ଟିଲ ପ୍ଲାଣ୍ଟରେ ଆଜି ଅପରାହ୍ଣରେ ଏକ ବଡ଼ଧରଣର ଦୁର୍ଘଟଣା ଘଟିଥିବାର ଖବର ମିଳିଛି। ଏଠାରେ ବ୍ଲାଷ୍ଟ ଫର୍ଣ୍ଣେସର ଷ୍ଟିମ୍ ଲାଇନ୍

Read Full Article

ଭିଜିଲାନ୍ସ ପଞ୍ଝାରେ ଅତିରିକ୍ତ ଯୋଗାଣ ଅଧିକାରୀ, ଏକାସାଙ୍ଗେ ୭ଟି ସ୍ଥାନରେ ଚଢାଉ

    ଭିଜିଲାନ୍ସ ପଞ୍ଝାରେ ଅତିରିକ୍ତ ଯୋଗାଣ ଅଧିକାରୀ, ଏକାସାଙ୍ଗେ ୭ଟି ସ୍ଥାନରେ ଚଢାଉ

ଢେଙ୍କାନାଳ,୧୭/୫: ଆୟ ବହିର୍ଭୁତ ସଂପତ୍ତି ଠୁଳ ଅଭିଯୋଗରେ ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗରର ପୂର୍ବତନ ସହକାରୀ ଯୋଗାଣ ଅଧିକାରୀ ସଞ୍ଜୟ କୁମାର ସାହୁଙ୍କ ଘରେ ଭିଜିଲାନ୍ସ ଚଢ଼ାଉ ହୋଇଛି।

Read Full Article

ପୂର୍ବତନ ସମିତି ସଭ୍ୟଙ୍କୁ ନିର୍ମମ ହତ୍ୟା

    ପୂର୍ବତନ ସମିତି ସଭ୍ୟଙ୍କୁ ନିର୍ମମ ହତ୍ୟା

କାମାକ୍ଷାନଗର,୮/୫: ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗରରେ ଘଟିଛି ଏକ ଅଭାବନୀୟ ଘଟଣା। କାମାକ୍ଷାନଗର ଥାନା ଭୂବନ ବ୍ଲକ ଦିଘି ପଞ୍ଚାୟତର ପୂର୍ବତନ ସମିତି ସଭ୍ୟ ସର୍ବେଶ୍ବର ରାଉତଙ୍କୁ ହତ୍ୟା

Read Full Article

Archives

Calendar

March 2025
M T W T F S S
 12
3456789
10111213141516
17181920212223
24252627282930
31