କଟକ,୩୦/୫ : କଟକ ବକ୍ସ ଡ୍ରେନ୍ ଟ୍ରାଜେଡିରେ ଗୁରୁତର ନାବାଳିକାରଙ୍କ ମୃତ୍ୟୁ ହୋଇଛି। କଟକ ବଡ଼ମେଡିକାଲରେ ଚିକିତ୍ସାଧିନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଛି। ଆଜି ଗମାଡିଆ ପାଖରେ ପାଇପ୍ ସନ୍ଧିରେ ଖସିପଡ଼ିଥିଲେ ୧୬ ବର୍ଷିୟ ସ୍ଥାନୀୟ କେଶରପୁରର ନାବାଳିକା ଏନ୍. ମୋହିନୀ।