କଟକ, ୯/୨: କଟକ ବାରବାଟୀରେ ଦ୍ୱିତୀୟ ଦିନିକିଆରେ ଆରମ୍ଭରୁ ଭାରତକୁ ଝଟକା ଲାଗିଛି । ଭ୍ରମଣକାରୀ ଦଳ ଇଂଲଣ୍ଡ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଛି । ଘରୋଇ ଦଳ ଭାରତ ବୋଲିଂ କରିବାକୁ ମଇଦାନକୁ ଓହ୍ଲାଇବ ।ଭାରତ