ଭୁବନେଶ୍ୱର, ୧୫/୩ : ଭୁବନେଶ୍ବର: ରାଜ୍ୟରେ ଶନିବାର ତାତି ରେକର୍ଡ ଭାଙ୍ଗିଛି । ହୋଲିରେ ପଶ୍ଚିମ ଓଡ଼ିଶା ଜଳୁଛି । ତାପମାତ୍ରା ୪୨ ଡିଗ୍ରି ସେଲସିୟସ୍ ଛୁଇଁଛି। ଶନିବାର ଅପରାହ୍ନ ସାଢେ ୨ଟା ସୁଦ୍ଧା ସମ୍ବଲପୁରରେ ତାପମାତ୍ରା ୪୨ ଡିଗ୍ରି ରେକର୍ଡ
Tag "heat wave in odisha"
ଭୁବନେଶ୍ୱର, ୧୩/୩: ରାଜ୍ୟର ସବୁ ଜିଲ୍ଲାରେ ଗ୍ରୀଷ୍ମ ପ୍ରବାହ ଅସହ୍ୟ ହେଲାଣି । ତାତି ଓ ଗୁଳୁଗୁଳି ମଧ୍ୟରେ ହନ୍ତସନ୍ତ ହେଉଛନ୍ତି ରାଜ୍ୟବାସୀ । ଆଜିଠୁ ୪ ଦିନ ପାଇଁ ରାଜ୍ୟରେ ହିଟୱେଭ ଜାରି ରହିବ ବୋଲି ଆଞ୍ଚଳିକ ପାଣିପାଗ ବିଭାଗ






