ଝାରସୁଗୁଡ଼ା,୧୦/୪: ଅସହ୍ୟ କଲାଣି ତାତି। ତା’ସାଙ୍ଗକୁ ଗୁଳୁଗୁଳି। ମଝିରେ ମଝିରେ ଝାଞ୍ଜି ବୋହୁଥିବାରୁ ଜୀବନ ଯାତ୍ରା ଅସ୍ତବ୍ୟସ୍ତ ହୋଇପଡ଼ିଛି। ସକାଳ ୧୦ଟା ପରେ ଘରୁ ବାହାରିବାକୁ ନିରାପଦ ମଣୁନାନ୍ତି।ଆଜି ଝାରସୁଗୁଡ଼ା ହେଉଛି ସବୁଠାରୁ ଉତ୍ତପ୍ତ ସହର। ଏଠି ତାପମାତ୍ରା ୪୦.୪ ଡିଗ୍ରୀ