Indus Valley Times

Tag "mo bus fell into the detch at khurdha"

ନାଳକୁ ଖସି ପଡ଼ିଲା ମୋ ବସ୍

    ନାଳକୁ ଖସି ପଡ଼ିଲା ମୋ ବସ୍

ଭୁବନେଶ୍ୱର, ୬/୪ : ଦୁର୍ଘଟଣାଗ୍ରସ୍ତ ହେଲା ‘ମୋ ବସ୍’। ରାସ୍ତାକଡ଼ ନାଳକୁ ଖସିପଡ଼ିଲା ମୋ ବସ୍। ଫଳରେ ୨୦ ଜଣ ଯାତ୍ରୀ ଆହତ ହୋଇଛନ୍ତି।ପିତାପଲ୍ଲୀ ପାଖରେ ଭାରସାମ୍ୟ ହରାଇ ‘ମୋ ବସ୍’ଟି ନାଳକୁ ଖସି ପଡ଼ିଛି। ଆହତମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

Read Full Article

Archives

Calendar

June 2024
M T W T F S S
 12
3456789
10111213141516
17181920212223
24252627282930