ଭୁବନେଶ୍ବର, ୧୯/୭ : ରାଜ୍ୟ କ୍ୟାବିନେଟ୍ ମଙ୍ଗଳବାରଦିନ ରାଜ୍ୟ ଆଇଟି ପଲିସୀ ୨୦୨୨କୁ ଅନୁମୋଦନ କରିଛି । ସୂଚନା ପ୍ରଯୁକ୍ତି ଭିତ୍ତିକ ଶିଳ୍ପ ପାଇଁ ଓଡ଼ିଶାକୁ ଏକ ପସନ୍ଦଯୋଗ୍ୟ ରାଜ୍ୟରେ ପରିଣତ କରିବାକୁ ଓ ଅଧିକ ନିଯୁକ୍ତି ସୁଯୋଗ ସୃଷ୍ଟି କରିବାକୁ