Legatus

Tag "odisha high court"

ହାଇକୋର୍ଟକୁ ମିଳିଲା ନୂଆ ମୁଖ୍ୟ ବିଚାରପତି, ଜଷ୍ଟିସ୍ ଚକ୍ରଧାରୀ ଶରଣ ସିଂଙ୍କୁ ଶପଥ ପାଠ କରାଇଲେ ରାଜ୍ୟପାଳ

    ହାଇକୋର୍ଟକୁ ମିଳିଲା ନୂଆ ମୁଖ୍ୟ ବିଚାରପତି, ଜଷ୍ଟିସ୍ ଚକ୍ରଧାରୀ ଶରଣ ସିଂଙ୍କୁ ଶପଥ ପାଠ କରାଇଲେ ରାଜ୍ୟପାଳ

କଟକ,୭/୨ : ଓଡ଼ିଶା ହାଇକୋର୍ଟ ର ମୁଖ୍ୟ ବିଚାରପତି ଭାବେ ଶପଥ ନେଇଛନ୍ତି ଜଷ୍ଟିସ ଚକ୍ରଧାରୀ ଶରଣ ସିଂ। ମୁଖ୍ୟ ବିଚାରପତିଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଛନ୍ତି ରାଜ୍ୟପାଳ ରଘୁବର ଦାସ। ଜଷ୍ଟିସ ଚକ୍ରଧାରୀ ଶରଣ ସିଂ ପୂର୍ବରୁ

Read Full Article

ଏଏସ୍‌ଓ ଚୟନ ଅନିୟମିତତା ମାମଲା, ମେରିଟ ଲିଷ୍ଟ କାଏମ ରଖିଲେ ହାଇକୋର୍ଟ

    ଏଏସ୍‌ଓ ଚୟନ ଅନିୟମିତତା ମାମଲା, ମେରିଟ ଲିଷ୍ଟ କାଏମ ରଖିଲେ ହାଇକୋର୍ଟ

କଟକ, ୨୨/୧୨: ଓଡ଼ିଶା ଲୋକସେବା ଆୟୋଗ (OPSC)) ପକ୍ଷରୁ ପରିଚାଳିତ ଇଝଙ ଚୟନ ଅନିୟମିତତା ମାମଲାକୁ ନେଇ ଦାୟର ହୋଇଥିବା ଅପିଲକୁ କାଏମ ରଖିଛନ୍ତି ହାଇକୋର୍ଟ। ୧୧୦୪ ଜଣଙ୍କ ଙଚଝଉ ମେରିଟ୍ ଲିଷ୍ଟକୁ କାଏମ ରଖିଛନ୍ତି ହାଇକୋର୍ଟ।OPSC) ଚୟନ ପ୍ରକ୍ରିୟାରେ କୌଣସି

Read Full Article

ବିବାହ ବିଚ୍ଛେଦ ପାଇଁ ଅନୁଭବଙ୍କୁ ହାଇକୋର୍ଟଙ୍କ ଅନୁମତି

କଟକ,୨୧/୧୨: କେନ୍ଦ୍ରାପଡା ସାଂସଦ ଅନୁଭବ ମହାନ୍ତି ଓ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀଙ୍କ ମଧ୍ୟରେ ଚାଲିଥିବା ପାରିବାରିକ ବିବାଦରେ ଆଜି ନୂଆ ମୋଡ ଆସିଛି ।ଆଜି ହାଇକୋର୍ଟ ଅନୁଭବଙ୍କୁ ବିବାହ ବିଛେଦ ପାଇଁ ଅନୁମତି ଦେଇଛନ୍ତି । କେବଳ ଅନୁମତି ଦେଇନାହାନ୍ତି ବରଂ

Read Full Article

ହାଇକୋର୍ଟରେ ଦୁଇ ନୂଆ ବିଚାରପତି, ଶପଥ ପାଠ କରାଇଲେ ମୁଖ୍ୟ ବିଚାରପତି

କଟକ,୫/୯ : ଓଡ଼ିଶା ହାଇକୋର୍ଟର ନୂଆ ବିଚାରପତି ଭାବେ ଆଜି ଶପଥ ନେଇଛନ୍ତି ଜଷ୍ଟିସ ଶିବଶଙ୍କର ମିଶ୍ର ଓ ଜଷ୍ଟିସ ଆନନ୍ଦ ଚନ୍ଦ୍ର ବେହେରା। ଉଭୟଙ୍କୁ ଶପଥ ପାଠ କରାଇଛନ୍ତି ହାଇକୋର୍ଟର ମୁଖ୍ୟ ବିଚାରପତି। ଏହି ଦୁଇ ବିଚାରପତିଙ୍କୁ ମିଶାଇ ଓଡ଼ିଶା

Read Full Article

ଉନ୍ନୟନ କର୍ତ୍ତୃପକ୍ଷଙ୍କ ଠାରୁ ଆଉ ଏକାଧିକ ପ୍ଲଟ ନେଇ ହେବନାହିଁ- ହାଇକୋର୍ଟ

    ଉନ୍ନୟନ କର୍ତ୍ତୃପକ୍ଷଙ୍କ ଠାରୁ ଆଉ ଏକାଧିକ ପ୍ଲଟ ନେଇ ହେବନାହିଁ- ହାଇକୋର୍ଟ

ଭୁବନେଶ୍ୱର,୨/୫ : ସରକାରୀ ଜମି ଆବଣ୍ଟନ ପ୍ରସଙ୍ଗରେ ହାଇକୋର୍ଟ ଦେଇଛନ୍ତି ଗୁରୁତ୍ୱପୂର୍ଣ୍ଣ ରାୟ। ରାଜ୍ୟରେ ଗୃହ ଓ ନଗର ଉନ୍ନୟ ବିଭାଗ ଅଧୀନରେ ଥିବା ବିଭିନ୍ନ କର୍ତ୍ତୃପକ୍ଷଙ୍କ

Read Full Article

ହାଇକୋର୍ଟଙ୍କ ନିର୍ଦ୍ଦେଶ, ସ୍ଥାୟୀ ହେବେ ୬ଶହ ଡାଟା ଏଣ୍ଟ୍ରି ଅପରେଟର

    ହାଇକୋର୍ଟଙ୍କ ନିର୍ଦ୍ଦେଶ, ସ୍ଥାୟୀ ହେବେ ୬ଶହ ଡାଟା ଏଣ୍ଟ୍ରି ଅପରେଟର

କଟକ,୧୨/୪: ଠିକା ଡାଟା ଏଣ୍ଟ୍ରି ଅପରେଟରଙ୍କ ପାଇଁ ଖୁସି ଖବର। ବିଭିନ୍ନ ତହସିଲରେ କାର‌୍ୟ୍ୟରତ ୬୦୦ ଠିକା ଡାଟା ଏଣ୍ଟ୍ରି ଅପରେଟରଙ୍କୁ ସ୍ଥାୟୀ କରିବାକୁ ଓଡିଶା ହାଇକୋର୍ଟ

Read Full Article

ଚିଟ୍‌ଫଣ୍ଡ୍ ମାମଲା: ପ୍ରଭାତ ବିଶ୍ୱାଳଙ୍କୁ ଝଟକା, ଆବେଦନ ରଦ୍ଦ କଲେ ହାଇକୋର୍ଟ

    ଚିଟ୍‌ଫଣ୍ଡ୍ ମାମଲା: ପ୍ରଭାତ ବିଶ୍ୱାଳଙ୍କୁ ଝଟକା, ଆବେଦନ ରଦ୍ଦ କଲେ ହାଇକୋର୍ଟ

କଟକ,୧୧/୪: କଟକ ଚୌଦ୍ୱାର ପୂର୍ବତନ ବିଧାୟକ ପ୍ରଭାତ ବିଶ୍ୱାଳଙ୍କର ଚିଟ୍ଫଣ୍ଡ ସଂସ୍ଥା ସି-ସୋର ସହ ଆର୍ଥିକ କାରବାର ଅଭିଯୋଗ ମାମଲାରେ ହାଇକୋର୍ଟରେ ଶୁଣାଣି ହୋଇଛି।ଆସନ୍ତା ୨ ମାସ

Read Full Article

Archives

Calendar

April 2025
M T W T F S S
 123456
78910111213
14151617181920
21222324252627
282930