Indus Valley Times

Tag "Odisha"

ମୁଖ୍ୟମନ୍ତ୍ରୀ ବସ୍ ସେବାରେ ସ୍କୁଲ ପିଲାଙ୍କ ପାଇଁ ମାଗଣା ସେବା, ଡ୍ରପଆଉଟ୍ ସଂଖ୍ୟା ରୋକିବାକୁ ପଦକ୍ଷେପ

ଭୁବନେଶ୍ୱର,୨୬/୧୨: ରାଜ୍ୟରେ ସ୍କୁଲ ପିଲାଙ୍କ ପାଇଁ ଆରମ୍ଭ ହେବ ମାଗଣା ବସ୍ ସେବା। ମୁଖ୍ୟମନ୍ତ୍ରୀ ବସ ସେବା ଯୋଜନାରେ ପିଲାଙ୍କୁ ମାଗଣା ବସ ସେବା ଯୋଗାଇ ଦିଆଯିବ । ସ୍କୁଲ ଓ ଗଣଶିକ୍ଷା ବିଭାଗର ପ୍ରସ୍ତାବକୁ ରାଜ୍ୟ ସରକାରଙ୍କ ଅନୁମୋଦନ ପ୍ରଦାନ

Read Full Article

ପ୍ରତିଷ୍ଠା ଦିବସରେ ଅସନ୍ତୋଷ ଝାଡ଼ିଲେ ପ୍ରଭାତ; ପାଣ୍ଡିଆନ ଦମ୍ପତିଙ୍କୁ ଖୋଲା ସମର୍ଥନ, ଦଳର ଶୀର୍ଷ ନେତାଙ୍କ ନାଁ ନେଇ ବର୍ଷିଲେ

ଭୁବନେଶ୍ୱର,୨୬/୧୨: ବିଜେଡି ପ୍ରତିଷ୍ଠା ଦିବସରେ ଦଳର ନେତା ପ୍ରଭାତ ବିଶ୍ୱାଳଙ୍କ ଖୋଲା ମଞ୍ଚରେ ବଡ଼ ବୟାନ ଦେଇଛନ୍ତି ପ୍ରଭାତ ବିଶ୍ୱାଳ। ସେ ବିଜେଡି ନେତାଙ୍କୁ ଧୋଇଛନ୍ତି କିନ୍ତୁ ପାଣ୍ଡିଆନ ଦମ୍ପତିଙ୍କୁ ପ୍ରଶଂସା କରିଛନ୍ତି।ବବି ଦାସ, ଦେବୀ ପ୍ରସାଦ ମିଶ୍ର, ଅତନୁ ସବ୍ୟସାଚୀ,

Read Full Article

ଖୋରଧା ମହୋତ୍ସବ ସାଂସ୍କୃତିକ ମହାକୁମ୍ଭ ଉଦଯାପିତ, ବିର ସୌର୍ଯ୍ୟ ବୀର୍ଯ୍ୟ ଓ ସ୍ୱାଧୀନତା ସଂଗ୍ରାମର ମୂଳଦୁଆ ମାଟି ଖୋରଧା-ମୁଖ୍ୟମନ୍ତ୍ରୀ

ପ୍ରସନ୍ନ କୁମାର ପାଇକରାୟଙ୍କ ରିପୋର୍ଟଖୋର୍ଦ୍ଧା, ୨୬/୧୨: ସ୍ଥାନୀୟ ବି ଡି ଏ ପଡ଼ିଆରେ ଚାଲିଥିବା ଦଶ ଦିବସୀୟ ଖୋର୍ଦ୍ଧା ମହୋତ୍ସବ ସାଂସ୍କୃତିକ ମହାକୁମ୍ଭ ରଜତ ଜୟନ୍ତୀ ଉତ୍ସବ ଉଦଯାପିତ ହୋଇଯାଇଛି । ଏହି ଉପଲକ୍ଷେ ସନ୍ଧ୍ୟାରେ ଖୋର୍ଦ୍ଧା ମହୋତ୍ସବର ରଜତ ଜୟନ୍ତୀ

Read Full Article

ଗଜପତି : ଓମସା- ଡାକ୍ତର ମାନଙ୍କ ୧୮ ଦଫା ଦାବି ପୁରଣ ନ ହେବା ପ୍ରତିବାଦରେ ଚିକିତ୍ସାଳୟରେ ୧ ଘଣ୍ଟା ପାଇଁ ଓପିଡି: ସେବା ଠପ୍

ଗଣେଶ କୁମାର ରାଜୁଙ୍କ ରିପୋର୍ଟଗଜପତି, ୨୬/୧୨ : ମାସ ମାସ ଧରି ଓଡ଼ିଶା ମେଡିକାଲ ସେବା ସଂଘ(ଓମସା)ର ରହିଥିବା ୧୮ ଦଫା ନ୍ୟାର୍ଯ୍ୟ ଦାବିକୁ ସରକାର ପୂରଣ କରିବା ଦିଗରେ ବୈମାତୃକ ମନୋଭାବ ପ୍ରଦର୍ଶନ କରି ଆସୁଥିବା ପ୍ରତିବାଦରେ ଏବଂ ସଂଘର

Read Full Article

ଆଜିଠାରୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ଏକ ଘଣ୍ଟା ପର୍ଯ୍ୟନ୍ତ ବନ୍ଦ ରହିବ ଓପିଡି

ଓଡ଼ିଶା,୨୬/୧୨: ସାରା ରାଜ୍ୟରେ ମଞ୍ଜୁରୀପ୍ରାପ୍ତ ପଦ ଅପେକ୍ଷା ପାଖାପାଖି ଅଧାରୁ ଅଧିକ ଡାକ୍ତର ପଦବୀ ଖାଲି ରହିଛି। ଏହି ପଦବୀ ସବୁ ପୂରଣ କରିବା ସହ ଅନ୍ୟ

Read Full Article

ବିଜେଡି ଅଛି ଓ ଶହେ ବର୍ଷ ରହିବ : ଓଡ଼ିଶାରେ ଏବେ ଡବଲ୍ ଇଞ୍ଜିନ ସରକାର, ବିକାଶ କାଇଁ ବୋଲି ପ୍ରଶ୍ନ କଲେ ନବୀନ

ଭୁବନେଶ୍ୱର, ୨୬/୧୨ : ଆଜି ବିଜେଡି ପାଳୁଛି ପ୍ରତିଷ୍ଠା ଦିବସ। ଶଙ୍ଖ ଭବନରେ ୨୯ତମ ବିଜେଡି ପ୍ରତିଷ୍ଠା ଦିବସକୁ ବେଶ ଧୁମଧାମରେ ପାଳନ କରାଯାଉଛି। ଏହି ଅବସରରେ

Read Full Article

ଭିଜିଲାନ୍ସ ଜାଲରେ କୋରାପୁଟ ବନ ବିଭାଗ ଫରେଷ୍ଟର, ଏକକାଳୀନ ୫ଟି ସ୍ଥାନରେ ଚାଲିଛି ରେଡ୍

ମାଲକାନଗିରି,୨୬/୧୨ : ସକାଳୁ ସକାଳୁ ଭିଜିଲାନ୍ସ ଚଢ଼ାଉ । ମାଲକାନଗିରି ବ୍ଲକ୍ ଜେଇଙ୍କ ଘରେ ଭିଜିଲାନ୍ସ ରେଡ୍ କରିଛି । ନିହାର ସରକାରଙ୍କ ନାମରେ ପୂର୍ବରୁ ଦୁର୍ନୀତି

Read Full Article

ବୌଦ୍ଧ ପ୍ରଶାସନ ପକ୍ଷରୁ ସୁଶାସନ ଦିବସ ତଥା ପୂର୍ବତନ ପ୍ରଧାନମନ୍ତ୍ରୀ ଭାରତ ରତ୍ନ ଅଟଳ ବିହାରୀ ବାଜପେୟୀଙ୍କ ଜିଲ୍ଲା ସ୍ତରୀୟ ଜୟନ୍ତୀ ସମାରୋହ ଅନୁଷ୍ଠିତ

କମ୍ଭୁଧର କ୍ଷେତିଙ୍କ ରିପୋର୍ଟବୌଦ୍ଧ, ୨୬/୧୨ : ବୌଦ୍ଧ ଜିଲ୍ଲା ସଂଗ୍ରହାଲୟ ପରିସରରେ ଜିଲ୍ଲା ପ୍ରଶାସନ ପକ୍ଷରୁ ସୁଶାସନ ଦିବସ ତଥା ପୂର୍ବତନ ପ୍ରଧାନମନ୍ତ୍ରୀ ଭାରତ ରତ୍ନ ଅଟଳ

Read Full Article

ପ୍ରଭୁ ଯିଶୁଙ୍କ ଧରାବତରଣ, ଉତ୍ସବମୁଖର ସମଗ୍ର ଚର୍ଚ୍ଚ ପରିସର

ସଞ୍ଜୟ କୁମାର ପାଣିଗ୍ରାହୀଙ୍କ ରିପୋର୍ଟବାଲିଗୁଡା, ୨୫/୧୨ : କନ୍ଧମାଳ ଜିଲ୍ଲା ବାଲିଗୁଡା ତଥା ଏହାର ଆଖପାଖ ଅଞ୍ଚଳରେ ଖ୍ରୀଷ୍ଟ ସମ୍ପ୍ରଦାୟର ସବୁଠାରୁ ବଡ଼ ଉତ୍ସବ ଯୀଶୁଖ୍ରୀଷ୍ଟଙ୍କ ଜନ୍ମଦିନ

Read Full Article

ପଲ୍ୟୁସନ ସାର୍ଟିଫିକେଟ ଲାଗି ଖୋର୍ଦ୍ଧା ପଏଣ୍ଟ ନିକଟରେ ଲମ୍ବାଲାଇନ ,ଘଣ୍ଟା ଘଣ୍ଟା ଧରି ଅପେକ୍ଷା କରି ଚାଳକ ହନ୍ତସନ୍ତ

ପ୍ରସନ୍ନ କୁମାର ପାଇକରାୟଙ୍କ ରିପୋର୍ଟଖୋର୍ଦ୍ଧା,୨୫/୧୨ : ପଲ୍ୟୁସନ ସାର୍ଟିଫିକେଟ ନ ଥିଲେ ପେଟ୍ରୋଲ ପମ୍ପରେ ତେଲ ମିଳିବ ନାହିଁ ତା ସହିତ ଅଧିକ ଫାଇନ କଟିବ ।ଏହାକୁ

Read Full Article

Archives

Calendar

July 2026
M T W T F S S
 12345
6789101112
13141516171819
20212223242526
2728293031