ଭୁବନେଶ୍ୱର,୬/୪:ତତଲା କଢେଇରେ ଭାଜି ହେଉଛି ଓଡ଼ିଶା। ଗରମ ପବନ ଏପରି କଲବଲ କରୁଛି ଯେ ଘରେ ରହି ହେଉନି କି ବାହାରକୁ ଯାଇ ହେଉନି। ରାଜ୍ୟରେ ତାତି ବଢିବା ସହ ବଢୁଛି ଅଂଶୁଘାତ ଆକ୍ରାନ୍ତଙ୍କ ସଂଖ୍ୟା ।ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ଅଂଶୁଘାତରେ
Tag "Odisha"
ଭୁବନେଶ୍ୱର, ୬/୪ : ଦୁର୍ଘଟଣାଗ୍ରସ୍ତ ହେଲା ‘ମୋ ବସ୍’। ରାସ୍ତାକଡ଼ ନାଳକୁ ଖସିପଡ଼ିଲା ମୋ ବସ୍। ଫଳରେ ୨୦ ଜଣ ଯାତ୍ରୀ ଆହତ ହୋଇଛନ୍ତି।ପିତାପଲ୍ଲୀ ପାଖରେ ଭାରସାମ୍ୟ ହରାଇ ‘ମୋ ବସ୍’ଟି ନାଳକୁ ଖସି ପଡ଼ିଛି। ଆହତମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।
କଣିହାଁ, ୬/୪: ଆଜି ସକାଳେ ଏନଟିପିସି କଣିହାଁ ପ୍ଲାଣ୍ଟର ଷ୍ଟେଜ (୨) ସିଏଚପି ଏରିଆରେ ଅଗ୍ନିକାଣ୍ଡ ଘଟି ବ୍ୟାପକ କ୍ଷୟକ୍ଷତି ହୋଇଥିବା ଜଣାପଡ଼ିଛି। ଟିପି ୧୫ରୁ ଟିପି ୧୬ ମଧ୍ୟରେ କନଭରବେଲ୍ଟ, ଲୁହାପୁଲି, ଟେକପ ଓ ମୋଟର ସବୁ ପୋଡ଼ି ନଷ୍ଟ
ବିଶ୍ୱ ଭୂଷଣ ମହାପାତ୍ର/ ମମତା ମହାପାତ୍ରଙ୍କ ରିପୋର୍ଟନୟାଗଡ଼, ୬/୪: ନୟାଗଡ଼ ଜିଲ୍ଲା ଟାଉନଥାନା ପୁଲିସ ୨ ଜଣ ଗଞ୍ଜେଇ ବେପାରୀଙ୍କୁ ଗିରଫ କରିବା ସହ ୧୦ କେଜି ୩ ଶହ ଗ୍ରାମ ଗଞ୍ଜେଇ ଜବତ କରିଛି ।ଗିରଫ ଅଭିଯୁକ୍ତମାନେ ହେଲେ ବିହାର
ସୁଦାମ ପାତ୍ରଙ୍କ ରିପୋର୍ଟବାଲେଶ୍ବର, ୫/୪ : ଟିପି ନର୍ଦର୍ଣ୍ଣ ଓଡିଶା ଡିଷ୍ଟ୍ରିବ୍ୟୁସନ ଲିମିଟେଡ(ଟିପିଏନଓଡିଏଲ) ପକ୍ଷରୁ ଗ୍ରୀଷ୍ମ ଋତୁରେ ଉପଭୋକ୍ତାଙ୍କୁ ନିରନ୍ତର ଓ ଗୁଣାତ୍ମକ ବିଜୁଳି ସେବା ଯୋଗାଇବା
ଭୁବନେଶ୍ବର, ୫/୪: ବିଜେଡି ଆଜି ନିଜର ତୃତୀୟ ପର୍ଯ୍ୟାୟ ବିଧାୟକ ପ୍ରାର୍ଥୀ ତାଲିକାରେ ମୋଟ ୯ଜଣ ପ୍ରାର୍ଥୀଙ୍କ ନାଁ ଘୋଷଣା କରିଛି ।ଏଥିରେ ଦଳ ୩ ଜଣ
ଭୁବନେଶ୍ବର, ୫/୪: ଚଳିତ ବର୍ଷର ସର୍ବାଧିକ ତାପମାତ୍ର ଆଜି ରେକର୍ଡ ହୋଇଛି। ପୂରା ରାଜ୍ୟବାସୀ ତତଲା କଡ଼େଇରେ ଭାଜି ହୋଇଛନ୍ତି। ସକାଳ ୮ଟା ହେବା ମାତ୍ରେ ସୂର୍ୟ୍ୟଙ୍କ
କାମାକ୍ଷାନଗର, ୫/୪: ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଥାନା ଜିରାଳ ସାପ୍ତାହିକ ହାଟରେ ବୋମାମାଡ଼ ହୋଇଥିବାର ଖବର ମିଳିଛି। ବାରିପଦାର ଜଣେ ଗୋରୁ ବ୍ୟବସାୟୀଙ୍କ ଗାଡ଼ିକୁ ଆକ୍ରମଣ କରି