Indus Valley Times

Tag "Odisha"

ହରଭଙ୍ଗା ପଂଚାୟତ ନିକଟସ୍ଥ ବନ୍ୟା ଆଶ୍ରୟ ସ୍ଥଳୀ ଠାରେ ଦୁର୍ନୀତି ନିବାରଣ ସପ୍ତାହ ପାଳିତ

କମ୍ଭୁଧର କ୍ଷେତିଙ୍କ ରିପୋର୍ଟବୌଦ୍ଧ , ୨୯/୧୦ : ବୁଧବାର ଦିନ ଦିବା ୧୧ ଘଣ୍ଟା ସମୟରେ ହରଭଙ୍ଗା ପଚାୟତ ନିକଟସ୍ଥ ବନ୍ୟା ଆଶ୍ରୟ ସ୍ଥଳୀ ଠାରେ ଦୁର୍ନୀତି ନିବାରଣ ବିଭାଗ ପକ୍ଷରୁ ଦୁର୍ନୀତି ନିବାରଣ ସପ୍ତାହ ପାଳିତ ହୋଇଯାଇଛି ।ଦୁର୍ନୀତି ନିବାରଣ

Read Full Article

ଭିଜିଲାନ୍ସ ପଞ୍ଝାରେ ସିଟି ଜିଏସଟି ଅଧିକାରୀ, ୧୨ ହଜାର ଟଙ୍କା ଲାଞ୍ଚ ନେବାବେଳେ ମାଡ଼ିବସିଲା ଭିଜିଲାନ୍ସ

    ଭିଜିଲାନ୍ସ ପଞ୍ଝାରେ ସିଟି ଜିଏସଟି ଅଧିକାରୀ, ୧୨ ହଜାର ଟଙ୍କା ଲାଞ୍ଚ ନେବାବେଳେ ମାଡ଼ିବସିଲା ଭିଜିଲାନ୍ସ

ଟିଟିଲାଗଡ଼, ୨୯/୧୦ : ଏବେ ଦୁର୍ନୀତି ନିବାରଣ ସଚେତନତା ସପ୍ତାହ ଚାଲିଛି । ସରକାରୀ ଅଧିକାରୀ ମାନେ ଦୁର୍ନୀତିରୁ ଦୂରେଇ ରହିବାକୁ ଶପଥ ନେଉଛନ୍ତି । ମୁଖ୍ୟମନ୍ତ୍ରୀ ମଧ୍ୟ କଡ଼ା ତାଗିଦ କରିଛନ୍ତି ।କିନ୍ତୁ କିଛି ସରକାରୀ ଅଧିକାରୀ ‘ମୋତେ ଯେତେ

Read Full Article

ଜହ୍ନାପଙ୍କ ସରକାରୀ ଉଚ୍ଚ ବିଦ୍ୟାଳୟରେ ବୌଦ୍ଧ ବ୍ଲକସ୍ତରୀୟ ଶିଶୁ ମହୋତ୍ସବ ସୁରଭି କାର୍ଯ୍ୟକ୍ରମ, ନିରନ୍ତର ପ୍ରଚେଷ୍ଟା କଲେ ସଫଳ ହେବା :ଜିଲ୍ଲା ଶିକ୍ଷା ଅଧିକାରୀ

କମ୍ଭୁଧର କ୍ଷେତିଙ୍କ ରିପୋର୍ଟବୌଦ୍ଧ , ୨୯/୧୦ : ବୌଦ୍ଧ ବ୍ଲକସ୍ତରୀୟ ଶିଶୁ ମହୋତ୍ସବ ସୁରଭି ଜହ୍ନାପଙ୍କ ସରକାରୀ ଉଚ୍ଚ ବିଦ୍ୟାଳୟ ପରିସରରେ ମଙ୍ଗଳବାର ଅନୁଷ୍ଠିତ ହୋଇଯାଇଛି ।ବୌଦ୍ଧ ଗୋଷ୍ଠୀ ଶିକ୍ଷା ଅଧିକାରୀ ଉପେନ୍ଦ୍ର କୁମାର ପ୍ରଧାନ ମୁଖ୍ୟଅତିଥି ଭାବରେ କାର୍ଯ୍ୟକ୍ରମକୁ ଉଦଘାଟନ

Read Full Article

ଖୋର୍ଦ୍ଧା ରୋଡ଼ ରେଳମଣ୍ଡଳ ସ୍ତରୀୟ ସାଂସ୍କୃତିକ ମହୋତ୍ସବ-୨୦୨୫

ପ୍ରସନ୍ନ କୁମାର ପାଇକରାୟଙ୍କ ରିପୋର୍ଟଖୋର୍ଦ୍ଧା , ୨୮/୧୦ : ପୂର୍ବତଟ ରେଳପଥ ଖୋର୍ଦ୍ଧାରୋଡ ରେଳମଣ୍ଡଳ ପକ୍ଷରୁ ଖୋର୍ଦ୍ଧା ରୋଡ ସ୍ଥିତ ରେଳବାଇ କଲ୍ୟାଣ ମଣ୍ଡପ ଠାରେ ସମ୍ପ୍ରତି ମଣ୍ଡଳ ସ୍ତରୀୟ ସାଂସ୍କୃତିକ ମହୋତ୍ସବ-୨୦୨୫ ଆୟୋଜନ କରାଯାଇଥିଲା।ଦୁଇ ଦିନିଆ ସାଂସ୍କୃତିକ କାର୍ଯ୍ୟକ୍ରମରେ ଉତ୍ସାହଜନକ

Read Full Article

ଜିଲ୍ଲାରେ “ଉଲ୍ଲାସ” ପରୀକ୍ଷା ଦେଲେ ୧୨୯୯୫ ଶିକ୍ଷାର୍ଥୀ

କମ୍ଭୁଧର କ୍ଷେତିଙ୍କ ରିପୋର୍ଟବୌଦ୍ଧ , ୨୮/୧୦: ଜିଲ୍ଲା ଶିକ୍ଷା ବିଭାଗ ତରଫରୁ କେନ୍ଦ୍ରସରକାରଙ୍କ ପ୍ରାୟୋଜିତ କାର୍ଯ୍ୟକ୍ରମ “ଉଲ୍ଲାସ” ନବଭାରତ ସାକ୍ଷରତା କାର୍ଯ୍ୟକ୍ରମ ଅନ୍ତର୍ଗତ ମୌଳିକ ସାକ୍ଷରତା ଏବଂ

Read Full Article

ବିଚ୍‌ରେ ଗାଧୋଇବାକୁ ମନାକଲେ ଲାଇଫଗାର୍ଡ: ଚପଲରେ ସେକିଦେଲେ ମହିଳା ପର୍ଯ୍ୟଟକ

ପୁରୀ, ୨୮/୧୦ : ପୁରୀ ବେଳାଭୂମିରେ ପର୍ଯ୍ୟଟକଙ୍କ ଆକ୍ରମଣରେ ଆହତ ହେଲେ ଲାଇଫଗାର୍ଡ। ସମୁଦ୍ର ଭିତରକୁ ଗାଧୋଇବାକୁ ଯିବାକୁ ବାରଣ କରିବାରୁ ଲାଇଫଗାର୍ଡଙ୍କୁ ଚପଲରେ ସେକିଦେଲେ ମହିଳା।

Read Full Article

ନୂଆ ସରକାର ଆସିବା ପରଠାରୁ ଦୁର୍ନୀତି ଅଭିଯୋଗରେ ୩୦ ସରକାରୀ କର୍ମଚାରୀ ବହିଷ୍କୃତ, ୬୮ ଅବସରପ୍ରାପ୍ତ କର୍ମଚାରୀଙ୍କ ପେନ୍‌ସନ୍ ବନ୍ଦ

ଭୁବନେଶ୍ୱର, ୨୮/୧୦ : ଦୁର୍ନୀତିର ଅର୍ଥ କ’ଣ ? ବ୍ୟକ୍ତିଗତ ଲାଭ ପାଇଁ ପଦ ପଦବୀର ଅପବ୍ୟବହାର କରିବା ନା ଲୋକେ ଯେଉଁ ବିଶ୍ୱାସ ରଖିଛନ୍ତି ତାପ୍ରତି

Read Full Article

ଭୟ ନକରି ସତର୍କ ରୁହନ୍ତୁ, ଆମେ ଏକାଠି ବାତ୍ୟାର ମୁକାବିଲା କରିବା: ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

    ଭୟ ନକରି ସତର୍କ ରୁହନ୍ତୁ, ଆମେ ଏକାଠି ବାତ୍ୟାର ମୁକାବିଲା କରିବା: ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ଭୁବନେଶ୍ବର, ୨୮/୧୦ : ବାତ୍ୟା ମୋନ୍ଥାକୁ ନେଇ ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ଜନସାଧାରଣଙ୍କୁ ବାର୍ତ୍ତା ଦେଇଛନ୍ତି । ବାତ୍ୟାକୁ ଭୟ

Read Full Article

ଭୀଷଣ ବାତ୍ୟାର ରୂପ ନେଲା ବାତ୍ୟା “ମୋନ୍ଥା”

    ଭୀଷଣ ବାତ୍ୟାର ରୂପ ନେଲା ବାତ୍ୟା “ମୋନ୍ଥା”

ଓଡିଶା ,୨୮/୧୦: ମଙ୍ଗଳବାର ଆନ୍ଧ୍ରପ୍ରଦେଶର ଉପକୂଳବର୍ତ୍ତୀ ଅଞ୍ଚଳ ଆଡକୁ ଗତି କରିବା ସହିତ ଘୂର୍ଣ୍ଣିଝଡ଼ ମୋନ୍ଥା ମଛଲିପଟନମ ଏବଂ କଳିଙ୍ଗପଟନମ ମଧ୍ୟରେ କାକିନାଡା ନିକଟରେ ସ୍ଥଳଭାଗ ଛୁଇଁବ

Read Full Article

କଣ୍ଟାମାଳ ବ୍ଲକ ଗସ୍ତରେ ଜିଲ୍ଲାପାଳ, ବିଭିନ୍ନ ଶିକ୍ଷାନୁଷ୍ଠାନ ଓ ଚିଲିଂ ପ୍ଲାଣ୍ଟ କଲେ ପରିଦର୍ଶନ

କମ୍ଭୁଧର କ୍ଷେତିଙ୍କ ରିପୋର୍ଟବୌଦ୍ଧ, ୨୮/୧୦ : ସୋମବାର ସନ୍ଧ୍ୟା ୫ ଘଟିକା ସମୟରେ କଣ୍ଟାମାଳ ବ୍ଲକ ଜନଶୁଣାଣୀ ଗସ୍ତରେ ଆସିଥିବା ଜିଲ୍ଲାପାଳ ବିଭୁତି ଭୁଷଣ ନାୟକ ଜିଲ୍ଲାର

Read Full Article

Archives

Calendar

September 2026
M T W T F S S
 123456
78910111213
14151617181920
21222324252627
282930