ଭୁବନେଶ୍ୱର,୧୫/୧୨: କରୋନା ମହାମାରୀ କରୋନା ଯୋଗୁଁ ଦୀର୍ଘ ପ୍ରାୟ ନଅ ମାସ ହେବ ବନ୍ଦ ପଡିଥିବା ଶ୍ରୀ ଲିଙ୍ଗରାଜ ମନ୍ଦିର ଖୋଲିବାକୁ ଯାଉଛି। ଆସନ୍ତା ଡିସେମ୍ବର ୨୭ ତାରିଖରୁ ଖୋଲିବ ଲିଙ୍ଗରାଜ ମନ୍ଦିର। ଲିଙ୍ଗରାଜ ମନ୍ଦିର ଖୋଲିବା ନେଇ ସେବାୟତ ସୂଚନା