ରାୟଗଡ଼ା,୧୮/୪ : ମାଛ ବିକାଳିକଙ୍କ ଉପରକୁ ମାଡ଼ିଗଲା କଣ୍ଟେନର। ରାୟଗଡ଼ା ଜିଲ୍ଲା ପୂର୍ତ୍ତ ବିଭାଗ ଡାକବଙ୍ଗଳା ସାମ୍ନାରେ ଆଜି ସକାଳେ ଏହି ଦୁର୍ଘଟଣା ଘଟିଛି। ମୃତ ବ୍ୟକ୍ତି ଜଣଙ୍କ ହେଲେ ଖଳିଗୁଡ଼ା ଗାଁର ବୋଚ୍ଚା ପ୍ରକାଶ ରାଓ।ବୋଚ୍ଚା ପ୍ରକାଶ ପ୍ରତିଦିନ ପୂର୍ତ୍ତ
Tag "Rayagada"
ରାୟଗଡ଼ା,୧୭/୪ : ଘର ଭିତରେ ବିଷ ପିଇଦେଲେ ଦୁଇ ସାଙ୍ଗ! ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ଜଣେ ଗୁରୁତର ଅସୁସ୍ଥ ହୋଇ ମେଡ଼ିକାଲ୍ରେ ବେଡ୍ରେ ବଞ୍ଚିବା ପାଇଁ ସଂଘର୍ଷ କରୁଛନ୍ତି। ଆଜି ସକାଳେ ଏପରି ଘଟଣା ରାୟଗଡ଼ା ଜିଲ୍ଲାରେ ଘଟିଛି।
ରାୟଗଡ଼ା,୨୮/୩ : ରାୟଗଡ଼ା କଲେଜ ରୋଡରେ ୨ ନାବାଳକ ବାଇକ୍ ଚଳାଇବା ବେଳେ ଧରା ପଡିଛନ୍ତି। ଉକ୍ତ ଦୁଇ ଜଣ ନାବାଳକଙ୍କୁ ୨୫ ହଜାର ଲେଖାଏ ଜରିମାନା କରାଯାଇଛି। ସୂଚନାଯୋଗ୍ୟ, ସ୍କୁଲ ଓ କଲେଜରେ ପଢୁଥିବା ନାବାଳକ ଓ ନାବାଳିକା ବିପଦଜନକ
ରାୟଗଡ଼ା,୨/୩: ପରୀକ୍ଷା ଦେଇ ଘରକୁ ଫେରୁଥିବା ବେଳେ ଜଣେ ଯୁକ୍ତ ଦୁଇ ଦ୍ବିତୀୟ ବର୍ଷର ଛାତ୍ରୀଙ୍କୁ ଆକ୍ରମଣ ହୋଇଛି। ଛୁରାମାଡ଼ର ଶିକାର ହୋଇଥିବା ଛାତ୍ରୀଙ୍କ ଅବସ୍ଥା ଗୁରୁତର ହୋଇଛି। ରାୟଗଡ଼ା ଜିଲ୍ଲା ଗୁଣୁପୁର ଅଞ୍ଚଳରେ ଆଜି ଅପରାହ୍ଣରେ ଏହି ଅଭାବନୀୟ ଘଟଣା
ରାୟଗଡ଼ା,୧୯/୨: ପିକଅପ୍ ସହ ସାମ୍ନାସାମ୍ନି ଧକ୍କାରେ ୨ ବାଇକ୍ ଆରୋହି ମୃତ। ଆଜି ଅପରାହ୍ନରେ ରାୟଗଡ଼ା ଜିଲ୍ଲା ଚାନ୍ଦିଲୀ ଥାନା ଅନ୍ତର୍ଗତ ଗେଟିପଡା ଗାଁ ବ୍ରିଜ ନିକଟରେ
ରାୟଗଡ଼ା,୨୭/୧: ଗାଁକୁ ଗାଁ ପାନୀୟ ଜଳ ଯୋଗାଇ ଦେବାକୁ ଆରମ୍ଭ ହୋଇଥିଲା ମେଗା ପାନୀୟ ଜଳ ପ୍ରକଳ୍ପ । ବିଛା ଯାଇଥିଲା ଲକ୍ଷ ଲକ୍ଷ ଟଙ୍କାର ପାଇପ୍।
ରାୟଗଡ଼ା,୯/୧: ଭିଜିଲାନ୍ସ ଜାଲରେ ପଡ଼ିଛନ୍ତି ଆଉ ଜଣେ ଅଧିକାରୀ। ତାଙ୍କ ନାଁ କିଶୋରଚନ୍ଦ୍ର ନାୟକ। ସେ ରାୟଗଡ଼ା ଜିଲ୍ଲା କୋଲନରା ବ୍ଲକ୍ର ସହକାରୀ ମୃତ୍ତିକ ସଂରକ୍ଷଣ ଅଧିକାରୀ
ରାୟଗଡ଼ା,୨/୧: ରୁଷ ପର୍ଯ୍ୟଟକଙ୍କ ମୃତ୍ୟୁ ମାମଲାର କ୍ରାଇମବ୍ରାଞ୍ଚ ତଦନ୍ତ ଚାଲିଥିବା ବେଳେ ଏନେଇ ଜାତୀୟ ମାନବାଧିକାର କମିସନ୍ ଅସନ୍ତୋଷ ପ୍ରକାଶ କରିଛି। କିପରି ଏବଂ କେଉଁ ପରିସ୍ଥିତିରେ
ରାୟଗଡ଼ା/ଭୁବନେଶ୍ବର,୨୭/୧୨: ରାୟଗଡ଼ା ହୋଟେଲରେ ୨ ଜଣ ଋଷିୟ ପର୍ଯ୍ୟଟକଙ୍କ ମୃତ୍ୟୁ ଘଟଣାରେ ଆବଶ୍ୟକ ପଡ଼ିଲେ କ୍ରାଇମବ୍ରାଞ୍ଚ ତଦନ୍ତ କରିବ। ରାଜ୍ୟ ପୁଲିସ ମହାନିର୍ଦ୍ଦେଶକ ସୁନୀଲ କୁମାର ବଂଶଲ