ନିମାପଡା ,୨୯/୯: ବଳଙ୍ଗା ଥାନାରେ ବିସ୍ପୋରଣ ଘଟଣା । କାର୍ଯ୍ୟରେ ଅବହେଳା ପାଇଁ ମହିଳା ସବ୍ ଇନ୍ସ୍ପେକ୍ଟର ନିଲମ୍ବିତ। ବଳଙ୍ଗା ଥାନାର ମହିଳା ସବ୍ ଇନ୍ସ୍ପେକ୍ଟର ତଅପୋଇ ନାୟକ ନିଲମ୍ବିତହୋଇଛନ୍ତି । ନିଲମ୍ବନ କଲେ ପୁରୀ ଏସ୍ପି କେ.ବି ସିଂହ ।