Indus Valley Times

ଆଉ ନାହାନ୍ତି ପ୍ରସିଦ୍ଧ ଦହିବରା ବ୍ୟବସାୟୀ ରଘୁ ମଉସା

 Breaking News

ଆଉ ନାହାନ୍ତି ପ୍ରସିଦ୍ଧ ଦହିବରା ବ୍ୟବସାୟୀ ରଘୁ ମଉସା

ଆଉ ନାହାନ୍ତି ପ୍ରସିଦ୍ଧ ଦହିବରା ବ୍ୟବସାୟୀ ରଘୁ ମଉସା
August 16
17:53 2025

କଟକ,୧୬/୮: ଚାଲିଗଲେ ରଘୁ ମଉସା। କଟକ ଦହିବରା ଆଳୁଦମ୍‌କୁ ପ୍ରସିଦ୍ଧ କରିଥିବା ଲୋକପ୍ରିୟ ଆଳୁଦମ୍ ଦହିବରା ବ୍ୟବସାୟୀ ରଘୁନାଥ ସାସମଲଙ୍କ ୯୧ ବର୍ଷ ବୟସରେ ପରଲୋକ ଘଟିଛି। କଟକ ବିଡ଼ାନାସୀ ଗୋପାଳସାହି ବାସଗୃହରେ ତାଙ୍କର ଦେହାନ୍ତ ଘଟିଛି। ସେ ବାର୍ଦ୍ଧକ୍ୟ ଜନିତ ରୋଗରେ ପୀଡ଼ିତ ହୋଇ ଘରେ ଚିକିତ୍ସିତ ହେଉଥିଲେ। ଶନିବାର ପୂର୍ବାହ୍ନରେ ତାଙ୍କର ପରଲୋକ ଘଟିଛି।
୧୯୫୦ରେ ମାତ୍ର ୧୫ ବର୍ଷ ବୟସରେ ଦହିବରା ଆଳୁଦମ୍ ବ୍ୟବସାୟ କରି କଟକ ଦହିବରାକୁ ଲୋକପ୍ରିୟ କରାଇବାରେ ତାଙ୍କର ବିଶେଷ ଭୂମିକା ଥିଲା। ଲୋକେ ଏବେ ତାଙ୍କ ହାତ ତିଆରି ଦହିବରାକୁ ଝୁରିହେବେ।

About Author

indadmin

indadmin

Related Articles

Archives

Calendar

August 2026
M T W T F S S
 12
3456789
10111213141516
17181920212223
24252627282930
31