Indus Valley Times

ଇଡକୋ ସିଜିଏମ ସରୋଜକାନ୍ତ ମହାନ୍ତି ଗିରଫ, ଆୟ ଠାରୁ ୧୫୩% ଅଧିକ ସମ୍ପତ୍ତି ଠୁଳ କରିଥିଲେ

 Breaking News

ଇଡକୋ ସିଜିଏମ ସରୋଜକାନ୍ତ ମହାନ୍ତି ଗିରଫ, ଆୟ ଠାରୁ ୧୫୩% ଅଧିକ ସମ୍ପତ୍ତି ଠୁଳ କରିଥିଲେ

ଇଡକୋ ସିଜିଏମ ସରୋଜକାନ୍ତ ମହାନ୍ତି ଗିରଫ, ଆୟ ଠାରୁ ୧୫୩% ଅଧିକ ସମ୍ପତ୍ତି ଠୁଳ କରିଥିଲେ
December 27
20:02 2023

ଭୁବନେଶ୍ବର,୨୭/୧୨: ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ମାମଲାରେ ଇଡ୍କୋ ମୁଖ୍ୟ ପ୍ରବନ୍ଧକ ସରୋଜ କାନ୍ତ ମହାନ୍ତି ଗିରଫ ହୋଇଛନ୍ତି। ଗିରଫ ପରେ ଶ୍ରୀ ମହାନ୍ତିଙ୍କୁ କୋର୍ଟ ଚାଲାଣ କରାଯାଇଛି। ଭୁବନେଶ୍ବର ଭିଜିଲାନ୍ସ ଏସ୍ପି ଅନୁପମା ଜେମ୍ସ ଗଣମାଧ୍ୟମକୁ ଏହି ସୂଚନା ଦେଇଛନ୍ତି ।
ସରୋଜଙ୍କ ଠାରୁ ୧୦ଟି ପ୍ଲଟ, ଭୁବନେଶ୍ୱରରେ ଦୁଇଟି ଫ୍ଲାଟ, ୩ ମହଲା ବିଶିଷ୍ଟ ଏକ ବିଲ୍ଡିଂ ସମେତ ପାଖାପାଖି ୮୭୦ ଗ୍ରାମ ଓଜନର ସୁନା, ବ୍ୟାଙ୍କ୍ ଜମା, ଇନସ୍ୟୁ ରାନସ୍ ୩୯ରୁ ୪୦ ଲକ୍ଷ, କାର, ବୁଲେଟ, ସ୍କୁଟର ଆଦି ଠାବ କରାଯାଇଛି। ପ୍ରାୟ ୨.୫୫ କୋଟି ଆୟ ବହିର୍ଭୁତ ସମ୍ପତ୍ତି ରହିଛି, ଯାହାକି ଆୟଠାରୁ ୧୫୫ ପ୍ରତିଶତ ଅଧିକ ବୋଲି ଭିଜିଲାନ୍ସ ପକ୍ଷରୁ ସୂଚନା ମିଳିଛି।

About Author

indadmin

indadmin

Related Articles

Archives

Calendar

October 2024
M T W T F S S
 123456
78910111213
14151617181920
21222324252627
28293031