Indus Valley Times

ଈଶ୍ୱରୀୟ ବିଶ୍ଵ ବିଦ୍ୟାଳୟରେ ଗୁରୁ ପୂଜନ ଉତ୍ସବ ସମାରୋହରେ ପାଳିତ

 Breaking News

ଈଶ୍ୱରୀୟ ବିଶ୍ଵ ବିଦ୍ୟାଳୟରେ ଗୁରୁ ପୂଜନ ଉତ୍ସବ ସମାରୋହରେ ପାଳିତ

September 13
10:32 2024

ବରଦା ଦାସଙ୍କ ରିପୋର୍ଟ
କଟକ,୧୩/୯ : ଗୁରୁ ପୂଜା ହିନ୍ଦୁ ସଂସ୍କୃତି ର ଏକ ଦିବ୍ୟ ପରଙ୍ଗ ପରା ।ଗତ କାଲି ସନ୍ଧ୍ୟାରେ ବକ୍ସିବଜାର ବେପାରସାହି ବ୍ରହ୍ମା କୁମାରୀ ଇଶ୍ୱରୀୟ ବିଶ୍ଵ ବିଦ୍ୟାଳୟ ଠାରେ ବହୁ ବ୍ରହ୍ମା କୁମାର ଓ କୁମାରୀ ମାନେ ସେମାନଙ୍କୁ ଦୀର୍ଘ ଦିନ ଧରି ଈଶ୍ଵରୀୟ ଜ୍ଞାନ ଦାନ ଦେଇ ଆସୁ ଥିବାରୁ ବିକେ ଝୂନୁ ଓ ବି କେ ପ୍ରତିମା ଭଉଣୀଙ୍କୁ ଉପହାର ଓ ଫୁଲ ତୋଡା ଦେଇ ସମ୍ବର୍ଦ୍ଧନା କରିଥିଲେ ।
ନିୟମିତ ସକାଳେ ଓ ସନ୍ଧ୍ୟାରେ ମୁରଲୀ ପାଠ ଚର୍ଚ୍ଚା ସାଙ୍ଗକୁ ଧ୍ୟାନ ଅନୁଷ୍ଠିତ ହୋଇଥାଏ । ବହୁ ଭାଇ ଭଉଣୀ ଏହାଦ୍ବାରା ଉପକୃତ ହୁଅନ୍ତି । ବିକେ ବରଦା ,ରମେଶ ,ଜୟନ୍ତୀ, ସୁଶାନ୍ତ ଆଦି ପରିଚାଳନା କରିଥିଲେ ।

About Author

indadmin

indadmin

Related Articles

Archives

Calendar

June 2026
M T W T F S S
1234567
891011121314
15161718192021
22232425262728
2930