Indus Valley Times

କରୋନାଭାଇରସ୍ ଟିକା ନ ବାହାରିବା ପର୍ଯ୍ୟନ୍ତ ଦିଲ୍ଲୀରେ ବନ୍ଦ୍ ରହିବ ସ୍କୁଲ୍: ସ୍ବାସ୍ଥ୍ୟ ମନ୍ତ୍ରୀ

 Breaking News

କରୋନାଭାଇରସ୍ ଟିକା ନ ବାହାରିବା ପର୍ଯ୍ୟନ୍ତ ଦିଲ୍ଲୀରେ ବନ୍ଦ୍ ରହିବ ସ୍କୁଲ୍: ସ୍ବାସ୍ଥ୍ୟ ମନ୍ତ୍ରୀ

କରୋନାଭାଇରସ୍ ଟିକା ନ ବାହାରିବା ପର୍ଯ୍ୟନ୍ତ ଦିଲ୍ଲୀରେ ବନ୍ଦ୍ ରହିବ ସ୍କୁଲ୍: ସ୍ବାସ୍ଥ୍ୟ ମନ୍ତ୍ରୀ
November 26
20:55 2020

ନୂଆଦିଲ୍ଲୀ,୨୬/୧୧: ଦିଲ୍ଲୀରେ କରୋନା ଆକ୍ରାନ୍ତଙ୍କ ଏବେ ସଂଖ୍ୟା ବୃଦ୍ଧି ପାଉଛି । ଏହାରି ଭିତରେ
କରୋନାଭାଇରସ୍ ଟିକା ନ ବାହାରିବା ପର୍ଯ୍ୟନ୍ତ ଦିଲ୍ଲୀରେ କୌଣସି ସ୍କୁଲ୍ ଖୋଲିବ ନାହିଁ ବୋଲଇ ଦିଲ୍ଲୀର ସ୍ବାସ୍ଥ୍ୟ ମନ୍ତ୍ରୀ ସତ୍ୟେନ୍ଦ୍ର ଜୈନ ଗୁରୁବାର କହିଛନ୍ତି । ସେ କହିଛନ୍ତି ଯେ କରୋନାଭାଇରସ୍ ଟିକା ନ ବାହାରିବା ପର୍ଯ୍ୟନ୍ତ ଦିଲ୍ଲୀରେ କୌଣସି ସ୍କୁଲ୍ ଖୋଲିବ ନାହିଁ।
ଖୁବ୍ ଶୀଘ୍ର ଏକ ଟିକା ଉପଲବ୍ଧ ହେବ ବୋଲି ଆଶା କରାଯାଉଛି। ପରିସ୍ଥିତି ନିୟନ୍ତ୍ରଣକୁ ଆସିଛି ବୋଲି ନିଶ୍ଚିତ ନହେବା ଯାଏ ଦିଲ୍ଲୀରେ ସ୍କୁଲ୍ ଖୋଲିବ ନାହିଁ ବୋଲି ସେ ସ୍ପଷ୍ଟ କରିଛନ୍ତି।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031