Indus Valley Times

କୋମଳମତି ଶିଶୁଙ୍କ ଗହଣରେ ଜିଲ୍ଲାପାଳ; ନିଆରା ଢଙ୍ଗରେ ଜନ୍ମଦିନ ପାଳିଲେ ବୌଦ୍ଧ ଜ଼ିଲ୍ଲାପାଳ

 Breaking News

କୋମଳମତି ଶିଶୁଙ୍କ ଗହଣରେ ଜିଲ୍ଲାପାଳ; ନିଆରା ଢଙ୍ଗରେ ଜନ୍ମଦିନ ପାଳିଲେ ବୌଦ୍ଧ ଜ଼ିଲ୍ଲାପାଳ

February 09
12:19 2026

କମ୍ଭୁଧର କ୍ଷେତିଙ୍କ ରିପୋର୍ଟ
ବୌଦ୍ଧ, ୯/୨ : ପଦପଦବୀର ଗାରିମାଠାରୁ ଦୂରରେ ରହି ଜଣେ ସ୍ନେହୀ ଅଭିଭାବକ ସାଜିଲେ ଜିଲ୍ଲାପାଳ। ବୌଦ୍ଧ ଜିଲ୍ଲାପାଳ ଶ୍ରୀଯୁକ୍ତ ବିଭୂତି ଭୂଷଣ ନାୟକ ନିଜ ଜନ୍ମଦିନକୁ ଆଡମ୍ବରପୂର୍ଣ୍ଣ ଭାବେ ପାଳନ ନକରି ବୀରନରସିଂହପୁର ବାଲାଶ୍ରମର ପିଲାଙ୍କ ସହ ସମୟ ଅତିବାହିତ କରିଛନ୍ତି।
ବାଲାଶ୍ରମ ଶିଶୁଙ୍କ ମୁହଁରେ ହସ ଫୁଟାଇବା ପାଇଁ ସେ ସେମାନଙ୍କ ସହ କେକ୍ କାଟିବା ସହ ଚକଲେଟ୍ ଓ ଖାଦ୍ୟ ବଣ୍ଟନ କରିଥିଲେ। ପରେ ପିଲାଙ୍କ ଗହଣରେ ନିଜେ ବସି ମଧ୍ୟାହ୍ନ ଭୋଜନ କରିବା ସହ ସେମାନଙ୍କ ଭଲମନ୍ଦ ପଚାରି ବୁଝିଥିଲେ।
ନିଜର ଜନ୍ମ ଦିନକୁ ନିରାଡ଼ମ୍ବର ଭାବରେ ପାଳି ଥିଲେ ଜ଼ିଲ୍ଲାପାଳ ଶ୍ରୀଯୁକ୍ତ ନାୟକ । ଏ ପରିକି ଜ଼ିଲ୍ଲା ର କୌଣସି ଅଧିକାରୀ ଏ ବିଷୟରେ ଅବଗତ ନ ଥିଲେ । ଜିଲ୍ଲାପାଳଙ୍କ ଏଭଳି ମାନବିକତା ଜିଲ୍ଲାରେ ଏକ ଶୁଭ ସନ୍ଦେଶ ପ୍ରଦାନ କରିଛି ।

About Author

indadmin

indadmin

Related Articles

Archives

Calendar

June 2026
M T W T F S S
1234567
891011121314
15161718192021
22232425262728
2930