Indus Valley Times

ଜିଲ୍ଲା ଆଉଟ ସୋର୍ସିଂ କର୍ମଚାରୀ ମହାସଂଘ ପକ୍ଷରୁ ବୌଦ୍ଧ ବିଧାୟକଙ୍କୁ ଦାବିପତ୍ର ପ୍ରଦାନ

 Breaking News

ଜିଲ୍ଲା ଆଉଟ ସୋର୍ସିଂ କର୍ମଚାରୀ ମହାସଂଘ ପକ୍ଷରୁ ବୌଦ୍ଧ ବିଧାୟକଙ୍କୁ ଦାବିପତ୍ର ପ୍ରଦାନ

ଜିଲ୍ଲା ଆଉଟ ସୋର୍ସିଂ କର୍ମଚାରୀ ମହାସଂଘ ପକ୍ଷରୁ ବୌଦ୍ଧ ବିଧାୟକଙ୍କୁ ଦାବିପତ୍ର ପ୍ରଦାନ
April 26
21:09 2026

କମ୍ଭୁଧର କ୍ଷେତିଙ୍କ ରିପୋର୍ଟ
ବୌଦ୍ଧ, ୨୬/୪ : ରବିବାର ଦିନ ୧୦.୪୫ ମିନିଟ ସମୟରେ ଓଡିଶା ସରକାରୀ ଆଉଟ୍ ସୋର୍ସିଂ କର୍ମଚାରୀ ମହାସଂଘ,ବୌଦ୍ଧଜିଲ୍ଲା ଶାଖା ତରଫରୁ ବୌଦ୍ଧ ବିଧାୟକ ତଥା ସରକାରୀ ଦଳ ମୁଖ୍ୟ ସଚେତକ ସରୋଜ କୁମାର ପ୍ରଧାନଙ୍କୁ ବୁଟୁପାଲି ସ୍ଥିତ ବାସଭବନରେ ସ୍ୱାଗତ ସମ୍ବର୍ଦ୍ଧନା ଦେବା ସହିତ ମହାସଂଘ ପକ୍ଷରୁ ତିନିଦଫା ସମ୍ବଳିତ ଦାବିପତ୍ର ମୁଖ୍ୟମନ୍ତ୍ରୀଙ୍କ ଉଧେଶ୍ୟରେ ପ୍ରଦାନ କରା ଯାଇଥିଲା ।
ସମସ୍ତ ଛଟେଇ କର୍ମଚାରୀଙ୍କୁ ପୁନଃ ନିଯୁକ୍ତି, Daily Wages ଏବଂ Monthly Basis ରେ କୌଣସି ତାରତମ୍ୟ ନରଖି ଏକକିକରଣ କରିବା, ସମସ୍ତ Outsoursingକର୍ମଚାରୀଙ୍କୁ ସ୍ଥାୟୀ କରିବା ଦିଗରେ ମହାସଂଘ ଦାବି କରି ଆସୁଛି ! ଜିଲ୍ଲା ସଭାପତି ସଞ୍ଜିତ କୁମାର ଜେନାଙ୍କ ନେତୃତ୍ବରେ ମହାସଂଘର କର୍ମକର୍ତ୍ତା ଓ ସଦସ୍ୟ ମାନେ ଯୋଗ ଦେଇଥିଲେ ।

About Author

indadmin

indadmin

Related Articles

Archives

Calendar

September 2026
M T W T F S S
 123456
78910111213
14151617181920
21222324252627
282930