Indus Valley Times

ଦିଲ୍ଲୀ ନିର୍ବାଚନ ଦାୟିତ୍ୱରେ ସାଂସଦ ବୈଜୟନ୍ତ ପଣ୍ଡା

 Breaking News

ଦିଲ୍ଲୀ ନିର୍ବାଚନ ଦାୟିତ୍ୱରେ ସାଂସଦ ବୈଜୟନ୍ତ ପଣ୍ଡା

ଦିଲ୍ଲୀ ନିର୍ବାଚନ ଦାୟିତ୍ୱରେ ସାଂସଦ ବୈଜୟନ୍ତ ପଣ୍ଡା
October 15
18:21 2024

ଭୁବନେଶ୍ୱର,୧୫/୧୦: ଏମ୍‌ପି ବୈଜୟନ୍ତ ପଣ୍ଡାଙ୍କୁ ବଡ଼ ଦାୟିତ୍ୱ ଦେଲା ଭାଜପା। ଦିଲ୍ଲୀ ନିର୍ବାଚନ ଇନଚାର୍ଜ ଭାବେ ବୈଜୟନ୍ତ ପଣ୍ଡାଙ୍କୁ ଦାୟିତ୍ୱ ଦିଆଯାଇଛି। ଦିଲ୍ଲୀ ବିଧାନସଭା ନିର୍ବାଚନ ପାଇଁ ଭାଜପା ବୈଜୟନ୍ତଙ୍କୁ ଇନଚାର୍ଜ ଭାବେ ନିଯୁକ୍ତି କରିଛି। ସେହିପରି ଏମ୍‌ପି ଅତୁଲ ଗର୍ଗଙ୍କୁ ସହକାରୀ ଇନଚାର୍ଜ ଭାବେ ମଧ୍ୟ ନିଯୁକ୍ତି ମିଳିଛି। ଉଭୟଙ୍କୁ ଭାଜପା ଅଧ୍ୟକ୍ଷ ଜେପି ନଡ୍ଡା ନିଯୁକ୍ତି ଦେଇଛନ୍ତି।
ଦିଲ୍ଲୀ ବିଧାନସଭା ନିର୍ବାଚନ ଆଗକୁ ଅଛି। ସେଥିପାଇଁ ଦେଶର ପ୍ରମୁଖ ରାଜନୈତିକ ଦଳମାନେ ନିଜର ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି। ଭୋଟରଙ୍କୁ ଆକୃଷ୍ଟ କରିବା ପାଇଁ ଶାସନ କ୍ଷମତାରେ ଥିବା ଆପ ଲଗାତାର ଭାବେ ସଭା ଓ ରୋଡ ଶୋ’ କରୁଥିବା ବେଳେ ଭାଜପା ମଧ୍ୟ ନିଜର ରଣନୀତି ପ୍ରସ୍ତୁତି କରିଦେଇଛି।

About Author

indadmin

indadmin

Related Articles

Archives

Calendar

August 2026
M T W T F S S
 12
3456789
10111213141516
17181920212223
24252627282930
31