Indus Valley Times

ନଭେମ୍ବର ୧ରୁ ବାଧ୍ୟତା ମୂଳକ ହେବ ପଛ ଯାତ୍ରୀଙ୍କ ପାଇଁ ସିଟ୍ ବେଲ୍ଟ ପିନ୍ଧିବା

 Breaking News

ନଭେମ୍ବର ୧ରୁ ବାଧ୍ୟତା ମୂଳକ ହେବ ପଛ ଯାତ୍ରୀଙ୍କ ପାଇଁ ସିଟ୍ ବେଲ୍ଟ ପିନ୍ଧିବା

ନଭେମ୍ବର ୧ରୁ ବାଧ୍ୟତା ମୂଳକ ହେବ ପଛ ଯାତ୍ରୀଙ୍କ ପାଇଁ ସିଟ୍ ବେଲ୍ଟ ପିନ୍ଧିବା
October 15
12:24 2022

ନୂଆଦିଲ୍ଲୀ, ୧୫/୧୦: ଏଣିକି ପଛ ସିଟ୍‌ରେ ବସୁଥିବା ଯାତ୍ରୀଙ୍କ ପାଇଁ ବି ସିଟ୍ ବେଲ୍ଟ ବାଧ୍ୟତା ମୂଳକ ହୋଇଛି । ନଭେମ୍ବର ୧ରୁ ମୁମ୍ବାଇରେ ଏଇ ନିୟମ କଡାକଡି କରାଯିବ । ଯିଏ ନିୟମ ଉଲ୍ଲଂଘ କରିବ ଗଣିବ ମୋଟା ଅଙ୍କର ପାଇନ୍ । ଏନେଇ କଡା ନିର୍ଦ୍ଦେଶ ଯାରିକରିଛି ମୁମ୍ବାଇ ପୋଲିସ୍ । କାର ଡ୍ରାଇଭର ସମେତ ପଛରେ ବସିଥିବା ସମସ୍ତ ଯାତ୍ରୀ ସିଟ୍ ବେଲ୍ଟ ବାନ୍ଧିବା ବାଧ୍ୟତା ମୂଳକ ।
କାର୍ ଦୁର୍ଘଟଣାରେ ଟାଟା ସନ୍ସର ପୁର୍ବତନ ଅଧ୍ୟକ୍ଷ ସାଇରସ୍ ମିସ୍ତ୍ରୀଙ୍କ ମୃତ୍ୟୁ ୨ଦିନ ପରେ କେନ୍ଦ୍ର ପରିବହନ ମନ୍ତ୍ରୀ ନିତୀନ ଗଡ଼କରୀ ପଛରେ ବସିଥିବା ଯାତ୍ରୀଙ୍କ ପାଇଁ ସିଟ୍ ବେଲ୍ଟ ପିନ୍ଧିବା ବାଧ୍ୟତା ମୂଳକ କରିଥିଲେ ।

About Author

indadmin

indadmin

Related Articles

Archives

Calendar

December 2024
M T W T F S S
 1
2345678
9101112131415
16171819202122
23242526272829
3031