Indus Valley Times

ପ୍ରକାଶ ପାଇଲା ଓଡ଼ିଶା ପ୍ରଶାସନିକ ସେବା (OAS) ପରୀକ୍ଷା ଫଳ, ଅଶ୍ୱୀନ ପଣ୍ଡା ଟପ୍ପର

 Breaking News

ପ୍ରକାଶ ପାଇଲା ଓଡ଼ିଶା ପ୍ରଶାସନିକ ସେବା (OAS) ପରୀକ୍ଷା ଫଳ, ଅଶ୍ୱୀନ ପଣ୍ଡା ଟପ୍ପର

ପ୍ରକାଶ ପାଇଲା ଓଡ଼ିଶା ପ୍ରଶାସନିକ ସେବା (OAS) ପରୀକ୍ଷା ଫଳ, ଅଶ୍ୱୀନ ପଣ୍ଡା ଟପ୍ପର
October 08
18:46 2021

ଭୁବନେଶ୍ୱର, ୮/୧୦: ଓଡ଼ିଶା ପବ୍ଲିକ୍ ସର୍ଭିସ୍ କମିଶନ୍ ଦ୍ୱାରା ଆୟୋଜିତ ଓଡ଼ିଶା ପ୍ରଶାସନିକ ସେବା ୨୦୧୯ର ଫଳ ପ୍ରକାଶ ପାଇଛି । ଏଥିରେ ୧୫୩ ଜଣ କୃତକାର୍ଯ୍ୟ ହୋଇଥିବା ବେଳେ ଅଶ୍ୱୀନ ପଣ୍ଡା ପ୍ରଥମ ସ୍ଥାନରେ ରହି ରାଜ୍ୟରେ ଟପ୍ପର ହୋଇଛନ୍ତି ।
-ପ୍ରମେୟ

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031