Indus Valley Times

ବିଜେଡ଼ିର ୬ ଜିଲ୍ଲା ସଭାପତିଙ୍କ ନାଁ ଘୋଷଣା, ଅଶୋକ ପଣ୍ଡାଙ୍କୁ ଭୁବନେଶ୍ୱର ଦାୟିତ୍ୱ

 Breaking News

ବିଜେଡ଼ିର ୬ ଜିଲ୍ଲା ସଭାପତିଙ୍କ ନାଁ ଘୋଷଣା, ଅଶୋକ ପଣ୍ଡାଙ୍କୁ ଭୁବନେଶ୍ୱର ଦାୟିତ୍ୱ

ବିଜେଡ଼ିର ୬ ଜିଲ୍ଲା ସଭାପତିଙ୍କ ନାଁ ଘୋଷଣା, ଅଶୋକ ପଣ୍ଡାଙ୍କୁ ଭୁବନେଶ୍ୱର ଦାୟିତ୍ୱ
May 05
16:21 2025

ଭୁବନେଶ୍ବର, ୫/୫: ଆଉ ୬ଟି ସାଂଗଠନିକ ଜିଲ୍ଲାର ସଭାପତିଙ୍କ ନାମ ଘୋଷଣା କରିଛି ବିଜେଡି। ଭୁବନେଶ୍ବର ବିଜେଡିର ନୂଆ ସଭାପତି ହେଲେ ଅଶୋକ ଚନ୍ଦ୍ର ପଣ୍ଡା। ସେହିପରି ଆଶିଷ ଚକ୍ରବର୍ତ୍ତୀ କେନ୍ଦୁଝର, ସରୋଜ ମେହେର ବଲାଙ୍ଗୀର, ରୋହିତ ପୂଜାରୀ ସମ୍ବଲପୁର ଓ ଦେବାଶିଷ ମାରାଣ୍ଡି ମୟୂରଭଞ୍ଜ-୨ ସାଂଗଠନିକ ଜିଲ୍ଲାର ସଭାପତି ହୋଇଛନ୍ତି।
୬ଟି ସାଂଗଠନିକ ଜିଲ୍ଲାର ସଭାପତିଙ୍କ ନାମ ଘୋଷଣା କରିଛି ବିଜେଡି। ଭୁବନେଶ୍ବର ବିଜେଡିର ନୂଆ ସଭାପତି ହେଲେ ଅଶୋକ ଚନ୍ଦ୍ର ପଣ୍ଡା। ସେହିପରି ଆଶିଷ ଚକ୍ରବର୍ତ୍ତୀ କେନ୍ଦୁଝର, ସରୋଜ ମେହେର ବଲାଙ୍ଗୀର, ରୋହିତ ପୂଜାରୀ ସମ୍ବଲପୁର ଓ ଦେବାଶିଷ ମାରାଣ୍ଡି ମୟୂରଭଞ୍ଜ-୨ ସାଂଗଠନିକ ଜିଲ୍ଲାର ସଭାପତି ହୋଇଛନ୍ତି।
ସୂଚନାଯୋଗ୍ୟ, ନବୀନ ପଟ୍ଟନାୟକ ନବମ ଥର ରାଜ୍ୟ ସଭାପତି ହୋଇତିଲେ। କିନ୍ତୁ ରାଜ୍ୟ କାର‌୍ୟ୍ୟକାରିଣୀର ସଦସ୍ୟ କିଏ, ତାହା ଜଣାପଡ଼ିଲାନି। ସଭାପତିଙ୍କ ଉପରେ ଅନ୍ୟ କର୍ମକର୍ତ୍ତାଙ୍କ ଚୟନ ଛାଡ଼ିଦିଆଯାଇଛି। ତେଣେ କେତେକ ସାଂଗଠନିକ ଜିଲ୍ଲାର ସଭାପତିଙ୍କ ନାମ ଘୋଷଣା କରିନଥିଲା ବିଜେଡି। ଦଳ ଭିତରେ ଏହାକୁ ନେଇ ଚାପା ଅସନ୍ତୋଷ ସୃଷ୍ଟି ହୋଇଛି।

About Author

indadmin

indadmin

Related Articles

Archives

Calendar

October 2026
M T W T F S S
 1234
567891011
12131415161718
19202122232425
262728293031