ବିଜେପି କର୍ମୀ ଦଳ ଛାଡି ବିଜେଡିରେ ଯୋଗଦାନ
![ବିଜେପି କର୍ମୀ ଦଳ ଛାଡି ବିଜେଡିରେ ଯୋଗଦାନ](http://indusvalleytimes.com/news/wp-content/uploads/2023/05/jajpur-2-680x365_c.jpg)
May 16
10:01
2023
ଅକ୍ଷୟ ରାଉତଙ୍କ ରିପୋର୍ଟ
ଯାଜପୁର,୧୬/୫ : ଯାଜପୁର ଜିଲା ଦାନଗଦି ବ୍ଳକ ତ୍ରିଜଙ୍ଗା ପଞ୍ଚାୟତ ସୋଲେଇ ଗ୍ରାମର କୈଳାଶ ମାଝୀ ବିଜେଡି କୁ ପୁଣି ଫେରି ଆସିଛନ୍ତି। ମୁଖ୍ୟମନ୍ତ୍ରୀଙ୍କୁ ଆଦର୍ଶ ଭାବେ ଗ୍ରହଣ କରି ମନ୍ତ୍ରୀ ତଥା ବିଧାୟକ ଇଂ ପ୍ରୀତିରଞ୍ଜନ ଘଡ଼ାଇଙ୍କ କାର୍ଯ୍ୟଧାରାରେ ସାମିଲି ହୋଇଛନ୍ତି । ମନ୍ତ୍ରୀଙ୍କ ପ୍ରତିନିଧି ପ୍ରଦୀପ ମହାନ୍ତି ତାଙ୍କୁ ଦଳୀୟ ଉତାରୀୟ ଦେଇ ସ୍ୱାଗତ କରିଛନ୍ତି।