Indus Valley Times

ବିଜେପି ବୌଦ୍ଧ ଜିଲ୍ଲା ମୁଣ୍ଡାପଡା : ମଣ୍ଡଳ ସ୍ତରୀୟ ସଦସ୍ୟତା ଅଭିଜାନ “

 Breaking News

ବିଜେପି ବୌଦ୍ଧ ଜିଲ୍ଲା ମୁଣ୍ଡାପଡା : ମଣ୍ଡଳ ସ୍ତରୀୟ ସଦସ୍ୟତା ଅଭିଜାନ “

ବିଜେପି ବୌଦ୍ଧ ଜିଲ୍ଲା ମୁଣ୍ଡାପଡା : ମଣ୍ଡଳ ସ୍ତରୀୟ ସଦସ୍ୟତା ଅଭିଜାନ “
August 28
21:08 2024

କମ୍ଭୁଧର କ୍ଷେତିଙ୍କ ରିପୋର୍ଟ
ବୌଦ୍ଧ, ୨୮/୮ : ବୌଦ୍ଧ ଜିଲ୍ଲା ବିଜେପି ମୁଣ୍ଡାପଡା ମଣ୍ଡଳ ସ୍ତରୀୟ ସଦସ୍ୟତା ଅଭିଯାନ ୨୦୨୪, ମୁଣ୍ଡାପଡା କଲ୍ୟାଣ ମଣ୍ଡପ ଠାରେ ମଣ୍ଡଳ ସଭାପତି ଶ୍ରୀ ଯୀଶୁ ପ୍ରଧାନ ଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଥିଲା ।
ଆଜିର ଏହି କର୍ମଶାଳା ରେ ଜିଲ୍ଲା ବିଜେପି ସଭାପତି ଶ୍ରୀ ଯୁକ୍ତ ବିପ୍ର ଚରଣ ମହାନ୍ତି ମୁଖ୍ୟ ଅତିଥି ରୂପେ ଯୋଗଦାନ କରି ଉପସ୍ଥିତ ଥିବା ୮ ଗୋଟି ଶକ୍ତି କେନ୍ଦ୍ର ର ତ୍ରିଦେବ ଓ ମଣ୍ଡଳ ସ୍ତରୀୟ କର୍ମକତ୍ତା ମାନଙ୍କୁ ନୂତନ ସଦସ୍ୟ ତା ପ୍ରତି ବୁଥ ର ଘରକୁ ଘର ବୁଲି ଧାର୍ଯ୍ୟ ତାରିଖ ଭିତରେ ନୂତନ ସଦସ୍ୟ ଙ୍କୁ ସଦସ୍ୟତା କରିବା ସହିତ ସକ୍ରିୟ ସଦସ୍ୟ ତା ଲଖ୍ୟ କୁ କିପରି ହାସଲ କରିହେବ ସେ ବିଷୟରେ ବିଷଦ ମାର୍ଗ ଦର୍ଶନ ପ୍ରଦାନ କରି ଅଭିଭାଷଣ ପ୍ରଦାନ କରିଥିଲେ ।
ଆଜିର ଏହି କାର୍ଯ୍ୟକ୍ରମ ରେ ଅନ୍ୟକ୍ଷନ୍ୟ ବରିଷ୍ଠ ବିଜେପି ନେତୃବୃନ୍ଦ ସର୍ବଶ୍ରୀ ପୟୋଧର ମହାକୁଡ଼, ଧର୍ମୁଧାରା ପୋଢ଼, ସୁଶାନ୍ତ ବାଘ, ଶ୍ରୀମତୀ ଦୀପିକା ନାୟିକ ଙ୍କ ସହିତ ୮ ଗୋଟି ଶକ୍ତି କେନ୍ଦ୍ର ର କର୍ମ କର୍ତ୍ତା ଙ୍କ ସହିତ ମଣ୍ଡଳ ସ୍ତରୀୟ କର୍ମକର୍ତା ପ୍ରଭୂତି ଯୋଗ ଦାନ କରିଥିଲେ ।

About Author

indadmin

indadmin

Related Articles

Archives

Calendar

September 2024
M T W T F S S
 1
2345678
9101112131415
16171819202122
23242526272829
30