Indus Valley Times

” ବିଜେପି ବୌଦ୍ଧ ଜିଲ୍ଲାରେ ମେଗା ସଦସ୍ୟତା ଅଭିଯାନ ୨୦୨୪ଆରମ୍ଭ”

 Breaking News

” ବିଜେପି ବୌଦ୍ଧ ଜିଲ୍ଲାରେ ମେଗା ସଦସ୍ୟତା ଅଭିଯାନ ୨୦୨୪ଆରମ୍ଭ”

September 04
21:10 2024

କମ୍ଭୁଧର କ୍ଷେତିଙ୍କ ରିପୋର୍ଟ
ବୌଦ୍ଧ, ୪/୯ : ବୌଦ୍ଧ ଜିଲ୍ଲା ବିଜେପି ର ମେଗା ସଦସ୍ୟତା ଅଭିଯାନ ର ଶୁଭାରମ୍ଭ ଜିଲ୍ଲା ବିଜେପି ରାମେଶ୍ୱର ବିହାର ଠାରେ ଜିଲ୍ଲା ବିଜେପି ସଭାପତି ଶ୍ରୀ ବିପ୍ର ଚରଣ ମହାନ୍ତି ଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଥିଲା ।
ଆଜିର ଏହି କର୍ମଶାଳା ରେ ଜିଲ୍ଲା ବିଜେପି ର ବରିଷ୍ଟ ନେତା ପୂର୍ବତନ ବିରୋଧୀ ଦଳ ନେତା ଶ୍ରୀ ଯୁକ୍ତ ସଚ୍ଚିଦାନନ୍ଦ ଦଲାଲ ମୁଖ୍ୟ ଅତିଥି ରୂପେ ଯୋଗଦାନ କରି ସଦସ୍ୟତା ନୂତନ ଭାବେ ଗ୍ରହଣ କରି ଶୁଭଆରମ୍ଭ କରିଥିଲା ।
ଆଜିର ଏହି ବିଶେଷ ସାମ୍ବାଦିକ ସମିଳନୀ ରେ ଉପସ୍ଥିତ ଥିବା ସମସ୍ତ ସାମ୍ବାଦିକ ମାନଙ୍କୁ କିପରି ଦଳୀୟ କର୍ମକର୍ତା ମାନେ ଜିଲ୍ଲାରେ ଥିବା ୪୧୧ ବୁଥ, ୭୬ ଶକ୍ତିକେନ୍ଦ୍ର, ସମସ୍ତ ଗ୍ରାମ ଘରକୁ ଘର ବୁଲି, ଦୁଇଗୋଟି ବିଧାନ ସଭା , ତ୍ରିଦେବ ଓ ମଣ୍ଡଳ ସ୍ତରୀୟ କର୍ମକତ୍ତା ମାନଙ୍କୁ ସାହାଯ୍ୟ କରି ସଦସ୍ୟ ତା ପ୍ରତି ବୁଥ ଲକ୍ଷ୍ୟ ଅନ୍ତତଃ ୨୦୦ ରୁ ଉର୍ଦ୍ଧ,ସଦସ୍ୟ ତା ଲଖ୍ୟ କୁ କିପରି ହାସଲ କରିହେବ ସେ ବିଷୟରେ ବିଷଦ ମାର୍ଗ ଦର୍ଶନ ପ୍ରଦାନ କରି ଅଭିଭାଷଣ ପ୍ରଦାନ କରିଥିଲେ ।
ବିଜେପି ଦଳ ଅନ୍ୟ ଦଳ ଠାରୁ ଭିନ୍ନ ସଂଗଠନ ର ଆତ୍ମା ହେଉଛି ପ୍ରାଥମିକ ସଦସ୍ୟତା, ପୃଥିବି ରେ ଏକ ନମ୍ବର ଦଳ, ଗତ ଥର ସଦସ୍ୟତା ,୧୮ କୋଟି ଥିଲା, ଏଥର ଏହାଠୁ ଅଧିକ ଲକ୍ଷ୍ୟ ହାସଲ ହେବ, ସେବା ହିଁ ସଂଗଠନ ମୂଳ ମନ୍ତ୍ର ବୋଲି ଅଭିଭାଷଣ ପ୍ରଦାନ କରି ଥିଲେ ।
ଆଜିର ଏହି କାର୍ଯ୍ୟକ୍ରମ ରେ ଅନ୍ୟକ୍ଷନ୍ୟ ଙ୍କ ମଧ୍ୟରେ ଜିଲ୍ଲା ସଦସ୍ୟତା ପ୍ରମୁଖ ଶ୍ରୀ ପ୍ରେମାନନ୍ଦ ମିଶ୍ର, ତାପସ କୁମାର ପଟନାୟିକ ଶ୍ରୀ ଶ୍ୟାମ ସୁନ୍ଦର ପୁରୋହିତ ଶ୍ରୀ ନିରଞ୍ଜନ ଦାନୀ, ରାଜ କୁମାର ମେହେର ପ୍ରଭୁତି ବହୁ ନେତୃବୃନ୍ଦ ଓ କର୍ମକର୍ତା ଯୋଗ ଦାନ କରିଥିଲେ ।

About Author

indadmin

indadmin

Related Articles

Archives

Calendar

June 2026
M T W T F S S
1234567
891011121314
15161718192021
22232425262728
2930