Indus Valley Times

” ଭାରତ ରତ୍ନ ପୂର୍ବତନ ପ୍ରଧାନ ମନ୍ତ୍ରୀ ସ୍ବର୍ଗତ ଅଟଳ ବିହାରୀ ବାଜପେୟୀଙ୍କ ପୁଣ୍ୟତିଥିରେ ବିଜେପି ବୌଦ୍ଧ ଜିଲ୍ଳା ତରଫରୁ ପାଳିତ “

 Breaking News

” ଭାରତ ରତ୍ନ ପୂର୍ବତନ ପ୍ରଧାନ ମନ୍ତ୍ରୀ ସ୍ବର୍ଗତ ଅଟଳ ବିହାରୀ ବାଜପେୟୀଙ୍କ ପୁଣ୍ୟତିଥିରେ ବିଜେପି ବୌଦ୍ଧ ଜିଲ୍ଳା ତରଫରୁ ପାଳିତ “

August 16
19:47 2024

କମ୍ଭୁଧର କ୍ଷେତିଙ୍କ ରିପୋର୍ଟ
ବୌଦ୍ଧ, ୧୬ /୮: ବିଜେପି ବୌଦ୍ଧ ଜିଲ୍ଲା ତରଫରୁ ଭାରତ ରତ୍ନ ପୂର୍ବତନ ପ୍ରଧାନ ମନ୍ତ୍ରୀ ସ୍ବର୍ଗତ ଅଟଳ ବିହାରୀ ବାଜପେୟୀଙ୍କ ପୁଣ୍ୟତିଥି ଜିଲ୍ଲା ବିଜେପି କାର୍ଯ୍ୟାଳୟ ରାମେଶ୍ୱର ବିହାର ବୌଦ୍ଧଠାରେ ମହା ସମାରୋହରେ ପାଳିତ ହୋଇଥିଲା
ଆଜିର ଆଲୋଚନା ରେ ଅଟଳ ଜୀ ଙ୍କ ବହୁ ମୁଖି ପ୍ରତିଭା ତଥା ପ୍ରଧାନ ମନ୍ତ୍ରୀ ସଡକ ଯୋଜନା ଓ ଅଣ କଂଗ୍ରେସ ଭାରତ ସରକାର ଦିଲ୍ଲୀ ରେ ତାଙ୍କ ନେତୃତରେ ଗଠନ ଓ ତିନି ତିନି ଥର ପ୍ରଧାନ ମନ୍ତ୍ରୀ କାର୍ଯ୍ୟକ୍ରମ କୁ ଆଜି ପର୍ଯ୍ୟନ୍ତ ଦେଶ ବାସି ମନେପକାଇ, ତାଙ୍କ ସାଶନ କାଳକୁ ପ୍ରଶଂସା କରୁଛନ୍ତି ।
ଆଜିର ଏହି ସବୁ କାର୍ଯ୍ୟକ୍ରମ ରେ ଜିଲ୍ଲା ବିଜେପି ସଭାପତି ଶ୍ରୀ ବିପ୍ର ଚରଣ ମହାନ୍ତି ଙ୍କ ସଭାପତିତେରେ ଅନୁଷ୍ଠିତ ହୋଇ ଥିଲା ଅନ୍ୟ ମାନଙ୍କ ମଧ୍ୟରେ ସର୍ବଶ୍ରୀ ସୁଶାନ୍ତ ବାଘ, ପ୍ରେମାନନ୍ଦ ମିଶ୍ର, ଶ୍ୟାମ ସୁନ୍ଦର ପୁରୋହିତ ନିରଞ୍ଜନ ଦାନୀ, ମାନ ରଞ୍ଜନ ଦାସ ,ନମିତା ରାଣୀ ଦାସ,ପ୍ରକାଶ ସାହୁ, କୈଳାସ ପାଣ୍ଡେ, ରାଜ କୁମାର ମେହେର, ବ୍ୟାମାକେଶ ମହାପାତ୍ର, ବଇଁଶୀ ନାୟକ ଓ ବହୁ ନେତୃବୃନ୍ଦ ଯୋଗଦାନ କରି ଥିଲେ ।

About Author

indadmin

indadmin

Related Articles

Archives

Calendar

September 2026
M T W T F S S
 123456
78910111213
14151617181920
21222324252627
282930