Indus Valley Times

ମହା ପୁରୁଷ ମାନଙ୍କ ପ୍ରତି ମୂର୍ତ୍ତି ଅନା ବରଣ ଉତ୍ସବ,ଶିକ୍ଷା ମନ୍ତ୍ରୀଙ୍କ ଦ୍ୱାରା ୮ଟି ମୂର୍ତ୍ତି ଉନ୍ମୋଚନ

 Breaking News

ମହା ପୁରୁଷ ମାନଙ୍କ ପ୍ରତି ମୂର୍ତ୍ତି ଅନା ବରଣ ଉତ୍ସବ,ଶିକ୍ଷା ମନ୍ତ୍ରୀଙ୍କ ଦ୍ୱାରା ୮ଟି ମୂର୍ତ୍ତି ଉନ୍ମୋଚନ

November 17
18:55 2024

ପ୍ରମୋଦ ସାହୁକାରଙ୍କ ରିପୋର୍ଟ
ରାୟଗଡା, ୧୭/୧୧ : ଚନ୍ଦ୍ରପୁର, ବିଜୟ ପ୍ରସାଦ ଉଲାକା, ରାୟଗଡା ଜିଲ୍ଲା ଚନ୍ଦ୍ରପୁର ବ୍ଲକର ଡା ଙ୍ଗାସୋରଡ଼ା ସଦର ମୋହକୁମାରେ ଥିବା ଏସ ଏସ ଡ଼ି, ସରକାରୀ ଉଚ୍ଚ ବିଦ୍ୟାଳୟ ପରିସରରେ ଶନିବାର ଦିନ ଓଡ଼ିଶାର ଗଣ ଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ, ମୁଖ୍ୟ ଅଥିତି ଭାବେ ଯୋଗ ଦେଇ ପଥର ରେ ନିର୍ମିତ, ଉତ୍କଳ ଗୌରବ ମଧୁସୂଦନ ଦାସ, ମହାତ୍ମା ଗାନ୍ଧୀ, ସ୍ୱମୀବିବେକା ନନ୍ଦ, ସୁବାସ ଚନ୍ଦ୍ର ବୋଷ, ଠାକର ବାପା, କୃଷ୍ଣ ଚନ୍ଦ୍ର ଗଜପତି, ଲଖଣ ନାୟକ,, ବୁଧଦେବ ଙ୍କ ନୂତନ ମୂର୍ତ୍ତିଙ୍କୁ ପୂଜା ପାଠ କରି ଉପ ଢୋଉ କଣ ଦେଇ ଏହାର ଅନା ବରଣ ଉତ୍ସବ ର ଶୁଭାରମ୍ଭ କରିଥିଲେ ।
ମନ୍ତ୍ରୀଙ୍କୁ ପ୍ରଥମେ ଛାତ୍ରୀ ମାନଙ୍କ ଦ୍ୱାରା ଆଦିବାସୀ ପାରମ୍ପରିକ ନୃତ୍ୟ ସହ, ଫୁଲ ମାଳ, ଫୁଲ ତୋଡ଼ା ଦେଇ ସ୍ୱାଗତ କରାଯାଇଥିଲା ।
ଏହାପରେ ବିଦ୍ୟାଳୟ ପରିସରରେ ଥିବା ରଙ୍ଗ ମଞ୍ଚ, ମଣ୍ଡପରେ ଏକ ଶୋଭା ର ଆୟଜୋନ କରାଯାଇ, ଛାତ୍ରୀ ଛାତ୍ର ମାନଙ୍କୁ, ମହାପୁରୁଷ ମାନଙ୍କ ଜୀବନୀ ସମର୍କରେ, ଅଥିଥି ମାନେ ନିଜ ନିଜର ବକ୍ତ୍ୟବ୍ୟ ପ୍ରଦାନ କରିଥିଲେ ।
ଏହି କାର୍ଯ୍ୟକ୍ରମକୁ, ଉତ୍କଳ ସ୍ୱଭିମାନ ମଞ୍ଚ, ପୁରୀ ର ସଭାପତି ସମ୍ମାନିତ ଅଥିତି ଭାବେ ଯୋଗ ଦେଇ ମଞ୍ଚ ପରିଚାଳନା କରିଥିଲେ, ସ୍ୱାଭିମାନ ମଞ୍ଚ ର ସଭାପତି ତଥା ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ମୃତ୍ୟୁଞ୍ଜୟ ପଟନାୟିକ, ଙ୍କ ମିଳିତ ଉଦ୍ୟମରେ, ୮,ଗୋଟି ପ୍ରତିମୂର୍ତ୍ତି ର ସ୍ଥାପନ କରାଯାଇଥିବା ନେଇ ସ୍ୱଭିମାନ ମଞ୍ଚ ର ସଭାପତି, ରାଧା କାନ୍ତ ଦାସ ସୂଚନା ପ୍ରଦାନ କରିଥିଲେ ।
ମୁଖ୍ୟ ଅଥିଥି ମନ୍ତ୍ରୀ ଛାତ୍ରୀ ଛାତ୍ର ମାନଙ୍କୁ ଭଲ ମଣିଷ ହେବା ପାଇ ପରାମର୍ଶ ଦେବା ସହ, ଶିକ୍ଷା ବିଭଗରେ ରହିଥିବା ସୁବିଧା ସମ୍ପର୍କରେ ବକ୍ତ୍ୟବ୍ୟ ରଖିଥିଲେ ।
ସମାନିତ ଅଥିଥି ଭାବେ ଗୁଣୁପୁର ନିର୍ଵାଚନ ମଣ୍ଡଳୀର ବିଧାୟକ ସତ୍ୟ ଜିତ ଗମାଙ୍ଗ,, ବିଡ଼ିଓ କୃଷ୍ଣ ଚନ୍ଦ୍ର ଦଳପତି, ପିଏ itda ଅଜୟ କୁମାର ପ୍ରଧାନ, ସରପଞ୍ଚ ଅନିତା ଶବର, Dwo, ଭାରତ ଚନ୍ଦ୍ର ବିଶ୍ୱାଳ, ସିଡିଓ ନିହାର ରଞ୍ଜନ କହର, ସିଆଇ, ଶ୍ୟାମ ଘନ ଭ୍ୟୁା, ବିଇଓ ଗଣେଶ ଶବର ଏବିଇଓ ଉମାକାନ୍ତ ମିଶାଲ,, ବିଜେପି ର ଜିଲ୍ଲା ସଭା ପତି ଶିବ ପଟନାୟିକ, କାଲିରମ ମାଝୀ, ଶିବ ଶଙ୍କର ଉଲାକା, ବାପି ସାହୁକାର ସମେତ ସମସ୍ତ ଛାତ୍ରୀ, ଛାତ୍ର, ଅଭି ଭା ବକ, ଶିକ୍ଷକ ଉପସ୍ଥିତ ଥିଲେ ।

About Author

indadmin

indadmin

Related Articles

Archives

Calendar

September 2026
M T W T F S S
 123456
78910111213
14151617181920
21222324252627
282930