Indus Valley Times

ମାଲବାହୀ ଟ୍ରେନର ଚାରିଟି ବଗି ଲାଇନଚ୍ୟୁତ, କୌଣସି କ୍ଷତି ଘଟିନଥିବା ସୂଚନା

 Breaking News

ମାଲବାହୀ ଟ୍ରେନର ଚାରିଟି ବଗି ଲାଇନଚ୍ୟୁତ, କୌଣସି କ୍ଷତି ଘଟିନଥିବା ସୂଚନା

ମାଲବାହୀ ଟ୍ରେନର ଚାରିଟି ବଗି ଲାଇନଚ୍ୟୁତ, କୌଣସି କ୍ଷତି ଘଟିନଥିବା ସୂଚନା
May 18
10:56 2025

ସୁନ୍ଦରଗଡ଼, ୧୮/୫ : ପୁଣି ମାଲବାହୀ ଟ୍ରେନର ବଗି ଲାଇନଚ୍ୟୁତ ହୋଇଛି । ଏପରି ଏକ ଘଟଣା ସୁନ୍ଦରଗଡ଼ ଜିଲ୍ଲା ବିମିଲାଗଡ ରେଲୱେ ଷ୍ଟେସନ ଡ୍ୟାମ୍ ବସ୍ତି ନିକଟରେ ଘଟିଛି । ଏନେଇ ରେଲୱେ ବିଭାଗ ପକ୍ଷରୁ ତଦନ୍ତ ଜାରି କରାଯାଇଛି ।
ସୂଚନା ଅନୁସାରେ, ଲୁହା ପଥର ବୋଝେଇ କରି ମାଲବାହୀ ଟ୍ରେନ୍ ନମ୍ୱର ଈଙଝଗ୭୭୯ ଟ୍ରେନ୍ ରକ୍ସି ରେଲୱେ ସାଇଡିଙ୍ଗରୁ ବିମଲାଗାଡ ପଟକୁ ଯାଉଥିଲା । ଏହି ସମୟରେ ଡ୍ୟାମ୍ ବସ୍ତି ନିକଟରେ ଚାରୋଟି ବଗି ଲାଇନଚ୍ୟୁତ ହୋଇଛି । ଏନେଇ ରେଲୱେ କର୍ମଚାରୀଙ୍କୁ ଖବର ଦିଆଯାଇଥିଲା । ଖବର ପାଇ, ରେଲୱେ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଜାରି କରିଥିଲେ । ଏହି ଖବର ଚକ୍ରଧରପୁର ରେଳ ମଣ୍ଡଳ ଡିଆଏମ୍ ପାଇ ଘଟଣାସ୍ଥଳରେ ପହଞ୍ଚିଥିଲେ । ଏହି ଦୁର୍ଘଟଣାରେ କାହାର କୌଣସି କ୍ଷତି ହୋଇନଥିବା ସୂଚନା ମିଳିନାହିଁ ।

About Author

indadmin

indadmin

Related Articles

Archives

Calendar

September 2026
M T W T F S S
 123456
78910111213
14151617181920
21222324252627
282930