Indus Valley Times

ରଜ ପାଇଁ ଶୁଭେଚ୍ଛା ଜଣାଇଲେ ଲେଖକ ତାରାପ୍ରସାଦ ଓ ଲେଖିକା ରଚିତା

 Breaking News

ରଜ ପାଇଁ ଶୁଭେଚ୍ଛା ଜଣାଇଲେ ଲେଖକ ତାରାପ୍ରସାଦ ଓ ଲେଖିକା ରଚିତା

June 14
21:53 2023

ଅକ୍ଷୟ ରାଉତଙ୍କ ରିପୋର୍ଟ
ଯାଜପୁର,୧୪/୬ : ବିଶିଷ୍ଟ ଲେଖକ ଇଂ ତାରାପ୍ରସାଦ ମିଶ୍ର ଓ ଲେଖିକା ରଚିତା ମିଶ୍ର ରଜୋତ୍ସବ ପାଇଁ ଶୁଭେଚ୍ଛା ଜଣାଇଛନ୍ତି। ଟ୍ୱିଟ୍ କରି ଓଡିଶା ବାସୀ ସୁଖ, ସମୃଦ୍ଧି ଏବଂ ଉତ୍ତମ ସ୍ୱାସ୍ଥ୍ୟର କାମନା କରିଛନ୍ତି। ରଜୋତ୍ସବ ଉପଲକ୍ଷେ ଲୋକମାନଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ରଜୋତ୍ସବ ଲୋକମାନଙ୍କ ମଧ୍ୟରେ ଆନନ୍ଦ, ଉଲ୍ଲାସ, ଏକତା ଓ ଭ୍ରାତୃଭାବର ଭାବନା ଭରିଦେଉ ବୋଲି ସେ କାମନା କରିଛନ୍ତି।

About Author

indadmin

indadmin

Related Articles

Archives

Calendar

October 2024
M T W T F S S
 123456
78910111213
14151617181920
21222324252627
28293031