Indus Valley Times

ରାଜ୍ୟରେ ତାପମାତ୍ରା କମିବ: ୯ରୁ ବଢିବ ଶୀତ

 Breaking News

ରାଜ୍ୟରେ ତାପମାତ୍ରା କମିବ: ୯ରୁ ବଢିବ ଶୀତ

ରାଜ୍ୟରେ ତାପମାତ୍ରା କମିବ: ୯ରୁ ବଢିବ ଶୀତ
December 07
12:03 2024

ଭୁବନେଶ୍ୱର,୭/୧୨: ରାଜ୍ୟରେ ତାପମାତ୍ରା କମିବ। ଆଜିଠାରୁ ଅର୍ଥାତ୍ ଶନିବାରଠାରୁ ରାତିର ତାପମାତ୍ରା ୨ରୁ ୪ ଡିଗ୍ରୀ ହ୍ରାସ ପାଇବା ସହିତ ଥଣ୍ଡା ମଧ୍ୟ ବଢ଼ିବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି।
୯ ତାରିଖରୁ ତାପମାତ୍ରା କମିବା ସହିତ ଥଣ୍ଡା ବଢ଼ିବ।
ସେହିପରି ୧୦ ତାରିଖରୁ ଉପକୂଳ ଓ ପଶ୍ଚିମ ଓ ରାତି ତାପମାତ୍ରା କମିବାର ସମ୍ଭାବନା ରହିଛି। ଏହାଯୋଗୁ ଶନିବାର ଅଳ୍ପ କୁହୁଡ଼ି ଦେଖାଦେଇପାରେ।

About Author

indadmin

indadmin

Related Articles

Archives

Calendar

June 2026
M T W T F S S
1234567
891011121314
15161718192021
22232425262728
2930