ରାଜ୍ୟରେ ରେକର୍ଡ ସଂଖ୍ୟକ ୧୫୯୪ କରୋନା ପଜିଟିଭ୍ ଚିହ୍ନଟ
![ରାଜ୍ୟରେ ରେକର୍ଡ ସଂଖ୍ୟକ ୧୫୯୪ କରୋନା ପଜିଟିଭ୍ ଚିହ୍ନଟ](http://indusvalleytimes.com/news/wp-content/uploads/2020/06/Corona-680x365_c.jpg)
July 24
11:55
2020
ଭୁବନେଶ୍ୱର ୨୪।୭: ରାଜ୍ୟରେ ଦ୍ରୁତ ଗତିରେ ବଢୁଛି କରୋନା ପଜିଟିଭ ସଂଖ୍ୟା । ଶୁକ୍ରବାର ଦିନ ଓଡ଼ିଶାରେ ୧୫୯୪ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ଓଡ଼ିଶାରେ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୨୨୬୯୩ରେ ପହଞ୍ଚିଛି । ଏନେଇ ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ଟ୍ବିଟ୍ ଯୋଗେ ସୂଚନା ପ୍ରଦାନ କରାଯାଇଛି ।