Indus Valley Times

ରାଷ୍ଟ୍ରୀୟ ପତ୍ରକାର ସୁରକ୍ଷା ଆୟୋଗର ଓଡ଼ିଶା ରାଜ୍ୟ ଅଧ୍ୟକ୍ଷ ହେଲେ ବଂଶୀଧର ଜେନା

 Breaking News

ରାଷ୍ଟ୍ରୀୟ ପତ୍ରକାର ସୁରକ୍ଷା ଆୟୋଗର ଓଡ଼ିଶା ରାଜ୍ୟ ଅଧ୍ୟକ୍ଷ ହେଲେ ବଂଶୀଧର ଜେନା

ରାଷ୍ଟ୍ରୀୟ ପତ୍ରକାର ସୁରକ୍ଷା ଆୟୋଗର ଓଡ଼ିଶା ରାଜ୍ୟ ଅଧ୍ୟକ୍ଷ ହେଲେ ବଂଶୀଧର ଜେନା
April 11
12:23 2026

ସୁଦାମ ପାତ୍ରଙ୍କ ରିପୋର୍ଟ
ନୂଆଦିଲ୍ଲୀ, ୧୧/୪ : ଦେଶର ପତ୍ରକାର ମାନଙ୍କୁ ବିଭିନ୍ନ କ୍ଷେତ୍ରରେ ସୁରକ୍ଷା ଦେବା ସହିତ ପତ୍ରକାର ମାନଙ୍କୁ ବିଭିନ୍ନ ସରକାରୀ ସୁବଧା ଆଦି ଯୋଗାଇ ଦେବା ନିମନ୍ତେ ଜାତୀୟ ସ୍ତରରେ ଗଠିତ ରାଷ୍ଟ୍ରିୟ ପତ୍ରକାର ସୁରକ୍ଷା ଆୟୋଗରେ ଓଡ଼ିଶା ପ୍ରଦେଶ ପାଇଁ ଦୈନିକ ‘ଅପରାହ୍ନ’ ର ସମ୍ପାଦକ ତଥା ଓଡ଼ିଶା କ୍ଷୁଦ୍ର ମଧ୍ୟମ ସମ୍ବାଦପତ୍ର ସଂଗଠନର ରାଜ୍ୟ ସଭାପତି ବଂଶୀଧର ଜେନାଙ୍କୁ ରାଜ୍ୟ ସଭାପତି ଭାବେ ଅବସ୍ଥାପିତ କରାଯାଇଛି।
ସେହିଭଳି ରାଜ୍ୟ ସାଧାରଣ ସମ୍ପାଦକ ଭାବେ ସମ୍ବାଦିକ ସାଇପ୍ରସାଦ ମହାନ୍ତି, ଉପାଧ୍ୟକ୍ଷ ଭାବେ ସାମ୍ବାଦିକ ସ୍ମୃତି ରଂଜନ ବେହେରା,ମନୋଜ କୁମାର ବାରିକ୍‌ଙ୍କୁ ଦାୟିତ୍ୱରେ ଅବସ୍ଥାପିତ କରାଯାଇଛି।
ସେହିଭଳି ରାଷ୍ଟ୍ରିୟ ଯୁଗ୍ମ ସଚୀବ ଭାବେ ଓଡ଼ିଶାର ଅମୀୟ କୁମାର ମଲ୍ଲିକଙ୍କୁ ଦାୟିତ୍ୱ ଅର୍ପଣ କରାଯାଇଛି। ଆୟୋଗର ଜାତୀୟ ଅଧ୍ୟକ୍ଷ ନିଶିକାନ୍ତ ରାୟ,ରାଷ୍ଟ୍ରିୟ ମହାସଚୀବ ଡ଼.ପ୍ରଫେସର

About Author

indadmin

indadmin

Related Articles

Archives

Calendar

July 2026
M T W T F S S
 12345
6789101112
13141516171819
20212223242526
2728293031