Legatus

ରେମୁଣାର ବିଧାୟକ ଆଶାୟୀ ପ୍ରାର୍ଥୀ ଇଂ. ଦୀପକ ମଲ୍ଲିକଙ୍କ ଲୋକପ୍ରିୟତା

 Breaking News

ରେମୁଣାର ବିଧାୟକ ଆଶାୟୀ ପ୍ରାର୍ଥୀ ଇଂ. ଦୀପକ ମଲ୍ଲିକଙ୍କ ଲୋକପ୍ରିୟତା

ରେମୁଣାର ବିଧାୟକ ଆଶାୟୀ ପ୍ରାର୍ଥୀ ଇଂ. ଦୀପକ ମଲ୍ଲିକଙ୍କ ଲୋକପ୍ରିୟତା
January 29
14:59 2024

ସୁଦାମ ପାତ୍ରଙ୍କ ରିପୋର୍ଟ
ରେମୁଣା, ୨୯/୧ : ରେମୁଣା ର ବିଧାୟକ ଆଶାୟୀ ପ୍ରାର୍ଥୀ ଇଂ. ଦୀପକ ମଲ୍ଲିକ ଙ୍କ ଲୋକପ୍ରିୟତା ଏବଂ ଯୁବ ସମର୍ଥକ ମାନଙ୍କୁ ଦେଖି ମଇଦାନ ଛାଡି଼ ପଳାୟନ କଲେ ସ୍ଵଘୋଷିତ ନାରୀନେତ୍ରୀ ବରୁଣସିଂ ପଞ୍ଚାୟତର ସମିତି ସଭ୍ୟା ଶାନ୍ତା ଦାସ।
ବରୁଣସିଂ ପଞ୍ଚାୟତ ଉତ୍ତର ଚକ ଠାରେ ଆୟୋଜିତ କ୍ରିକେଟ tournament re ମୁଖ୍ୟ ଅତିଥି ଇଂ. ଦୀପକ ମଲ୍ଲିକ, ସମ୍ମାନିତ ଅତିଥି ଶାନ୍ତା ଦାସ, ସମ୍ମାନିତ ଅତିଥି ୩୮ନଂ ଜୋନ ଜିଲ୍ଲା ପରିଷଦ ସଭ୍ୟା ବନ୍ଦିତା ଦାସ ଏବଂ ଅନ୍ୟ ଜଣେ ସମ୍ମାନିତ ରେମୁଣା ବ୍ଳକ ବିଜୁ ଛାତ୍ର ଜନତା ସଭାପତି ଜୀନାସିଶ ସ ଯୋଗ ଦେବାକୁ ୟୁସି କ୍ଲବ୍ ତରଫରୁ ନିମନ୍ତ୍ରଣ କରାଯାଇଥିଲା।
ପ୍ରଥମେ ନାରୀ ନେତ୍ରୀ ଶାନ୍ତା ଦାସ ଓ ଜିଲ୍ଲା ପରିଷଦ ସଭ୍ୟା ବନ୍ଦିତା ଦାସ ସଭା ସ୍ଥଳ କୁ ଆସିଥିଲେ ପରେ ରେମୁଣା ର ଯୁବ ନେତା ଇଂ ଦୀପକ ମଲ୍ଲିକ ସମର୍ଥକ ମାନଙ୍କ ସହ ଆସିବା ସମୟରେ ସମର୍ଥକ ମାନେ ଜୋରରେ ନାରା ବାଜି ହୋଇଥିଲା “ଦୀପକ ଭାଇ ଜିନ୍ଦାବାଦ” ଓ “ଦୀପକ ଭାଇ ଙ୍ଗରକ୍ଷମକ୍ଟଜ୍ଞର\” ରେ ସଭାସ୍ଥଳ କମ୍ପୁଥିଲା ଏହାକୁ ଦେଖି ସହ୍ୟ ନ କରିପାରି ନାରୀ ନେତ୍ରୀ ଶାନ୍ତା ଦାସ ସଭାସ୍ଥଳ ଓ ମଇଦାନ ଛାଡ଼ି ପଳାୟନ କରିଥିଲେ ।

About Author

indadmin

indadmin

Related Articles

Archives

Calendar

March 2025
M T W T F S S
 12
3456789
10111213141516
17181920212223
24252627282930
31