Legatus

୧୮ ଓ ୧୯ରେ ଜାଳିବ, ୨୦ରୁ ବଦଳିପାରେ ପାଗ

 Breaking News

୧୮ ଓ ୧୯ରେ ଜାଳିବ, ୨୦ରୁ ବଦଳିପାରେ ପାଗ

୧୮ ଓ ୧୯ରେ ଜାଳିବ, ୨୦ରୁ ବଦଳିପାରେ ପାଗ
April 16
19:51 2024

ଭୁବନେଶ୍ୱର,୧୬/୪: ରାଜ୍ୟକୁ ପୁଣି ଫେରିଛି ତାତି। ଆଜି ୨୯ ସହରରେ ଦିନ ତାପମାତ୍ରା ୪୦ରୁ ଅଧିକ ରେକର୍ଡ କରାଯାଇଛି।
ସେହିପରି ଆଜି ବାରିପଦା ରାଜ୍ୟର ସର୍ବୋଚ୍ଚ ଇତ୍ତପ୍ତ ସହର ଭାବେ ପରିଗଣିତ ହୋଇଛି। ଜିଲାରେ ତାପମାତ୍ରା ୪୩.୬ ରେକର୍ଡ ହୋଇଛି।
ତେବେ ପାଣିପାଗ ବିଭାଗର ସୂଚନାନୁସାରେ, ଆଗାମୀ ୨ ଦିନ ମଧ୍ୟରେ ରାଜ୍ୟରେ କିଛି-କିଛି ସ୍ଥାନରେ ଦିନ ତାପମାତ୍ରାରେ ଆହୁରି ୨ ରୁ ୩ ଯାଏଁ ବୃଦ୍ଧି ହେବାର ସମ୍ଭାବନା ରହିଛି ।
୧୮ ରୁ ୨୦ ତାରିଖ ମଧ୍ୟରେ ସକ୍ରିୟ ଗ୍ରୀଷ୍ମ ଲହରୀର ଶିଖର ଛୁଇଁବା ସହ କିଛି ଅଞ୍ଚଳରେ ୪୫ ତାପମାତ୍ରା ରେକର୍ଡ ହେବାର ସମ୍ଭାବନା ରହିଛି। ଆସନ୍ତା କାଲିଠାରୁ ୨୦ ତାରିଖ ମଧ୍ୟରେ କିଛି ଜିଲାରେ ୪୩ ରୁ ୪୫ ଯାଏଁ ତାପମାତ୍ରା ରହିବ। ପାଣିପାଗ ସ୍ଥିତିକୁ ଲକ୍ଷ୍ୟ କରି ପାଣିପାଗ ବିଭାଗ ତରଫରୁ ଆଗାମୀ ୫ ଦିନ ଯାଏଁ ଗ୍ରୀଷ୍ମ ପ୍ରବାହ ପାଇଁ ଚେତାବନୀ ଜାରି କରାଯାଇଛି।

About Author

indadmin

indadmin

Related Articles

Archives

Calendar

March 2025
M T W T F S S
 12
3456789
10111213141516
17181920212223
24252627282930
31