Indus Valley Times

ନିର୍ବାଚନ ଫଳାଫଳକୁ ନେଇ ସମ୍ବିତଙ୍କ ବିସ୍ଫୋରକ ବୟାନ

 Breaking News

ନିର୍ବାଚନ ଫଳାଫଳକୁ ନେଇ ସମ୍ବିତଙ୍କ ବିସ୍ଫୋରକ ବୟାନ

ନିର୍ବାଚନ ଫଳାଫଳକୁ ନେଇ ସମ୍ବିତଙ୍କ ବିସ୍ଫୋରକ ବୟାନ
July 07
14:45 2024

ଭୁବନେଶ୍ୱର,୭/୭: ପାରାଦୀପର ପୂର୍ବତନ ବିଧାୟକ ତଥା ବିଜେଡି ନେତା ସମ୍ବିତ ରାଉତରାୟ ନିର୍ବାଚନର ମାସକ ପରେ ମୁହଁ ଖୋଲିଛନ୍ତି। ସେ କହିଛନ୍ତି, ନବୀନ ହାରିନାହାନ୍ତି, ତାଙ୍କୁ ସୁଚିନ୍ତିତ ଭାବେ ହରାଇ ଦିଆଯାଇଛି।
‘ଢୋଲ ଭିତରେ ମୂଷା ରହିଲେ, ମୂଷା କିଏ ଆପଣ ଜାଣିଥିବେ ବୋଲି ସେ ଖବରଦାତାମାନଙ୍କୁ କହିଛନ୍ତି। ଆଜି ନ ହେଲେ କାଲି ସେ ମୂଷା କଢ଼ା ହେବେ ବୋଲି ସମ୍ବିତ କହିଛନ୍ତି।
ସେ କହିଛନ୍ତି, ସରକାର ବହୁତ କାମ କରିଛନ୍ତି, ତଥାପି ଲୋକ ଆମକୁ ହରାଇଦେଲେ। ହାରିବାର ଅନେକ କାରଣ ରହିଛି। ହାରିବା କାରଣ ପାଣ୍ଡିଆନ କି ବୋଲି ପ୍ରଶ୍ନରେ ସମ୍ବିତ କହିଛନ୍ତି ହୋଇଥାଇପାରେ। ତେବେ ସମ୍ବିତଙ୍କ ଏହି ବୟାନକୁ ନେଇ ରାଜନୈତିକ ମହଲରେ ନାନା ଚର୍ଚ୍ଚା ହେଉଛି।

About Author

indadmin

indadmin

Related Articles

Archives

Calendar

June 2026
M T W T F S S
1234567
891011121314
15161718192021
22232425262728
2930