Indus Valley Times

ପ୍ରଶାସନ ବଲାଙ୍ଗୀର, ଜିଲ୍ଲା ପ୍ରଶାସନ ବୌଦ୍ଧ ଏବଂ ଶ୍ରମ ବିଭାଗର ମିଳିତ ସହଯୋଗରେ ଶ୍ରୀନିବାସଙ୍କ ମୃତ ଶରୀର ପହଞ୍ଚିଲା ନିଜ ଜନ୍ମ ମାଟିରେ

 Breaking News

ପ୍ରଶାସନ ବଲାଙ୍ଗୀର, ଜିଲ୍ଲା ପ୍ରଶାସନ ବୌଦ୍ଧ ଏବଂ ଶ୍ରମ ବିଭାଗର ମିଳିତ ସହଯୋଗରେ ଶ୍ରୀନିବାସଙ୍କ ମୃତ ଶରୀର ପହଞ୍ଚିଲା ନିଜ ଜନ୍ମ ମାଟିରେ

April 20
15:55 2025

କମ୍ଭୁଧର କ୍ଷେତିଙ୍କ ରିପୋର୍ଟ
ବୌଦ୍ଧ,୨୦/୪ : ଶନିବାର ଦିନ କଣ୍ଟାମାଳ ବ୍ଲକ ଅର୍ନ୍ତଗତ ସିଆଲଝୁଲି ଗ୍ରାମ ର ଶ୍ରୀ ଶ୍ରୀନିବାସ ବେହେରା ଙ୍କ ମର ଶରୀର ନିଜ ଗାଁ ରେ ପହଞ୍ଚିଛି । ପୂର୍ବ ସୂଚନା ମୁତାବକ ତାମିଲନାଡୁ ରାଜ୍ୟ କୁ ଦାଦନ ଖଟିବାକୁ ଯାଇଥିବା ଶ୍ରୀନିବାସ ବେହେରା ଙ୍କ ସେଠାରେ କୌଣସି କାରଣ ବଶତଃ ମୃତ୍ୟୁ ଘଟି ଥିଲା ।
ଜିଲ୍ଲା ପ୍ରଶାସନ ବଲାଙ୍ଗୀର, ଜିଲ୍ଲା ପ୍ରଶାସନ ବୌଦ୍ଧ ଏବଂ ଶ୍ରମ ବିଭାଗ , ବୌଦ୍ଧ ର ମିଳିତ ସହୋଜୋଗ ରେ ଶ୍ରୀ ଶ୍ରୀନିବାସ ଙ୍କ ମୃତ ଶରୀର ଟି ତାମିଲନାଡ଼ୁ ରାଜ୍ୟ ର ତ୍ରିପୁର ଠାରୁ ଟ୍ରେନ ଯୋଗେ ବଲାଙ୍ଗୀର ରେଳଷ୍ଟେସନ ପର୍ଯ୍ୟନ୍ତ ଏବଂ ବଲାଙ୍ଗୀର ଠାରୁ ମହପ୍ରଣୟ ଗାଡ଼ି ଯୋଗେ ନିଜ ଗାଁ ଶିଆଳି ଝୁଲି ପର‌୍ୟ୍ୟନ୍ତ ପହଞ୍ଚିଥିଲା ।ଭାରପ୍ରାପ୍ତ ଜିଲ୍ଲା ଶ୍ରମ ଅଧିକାରୀ କନ୍ୟାକୁମାରୀ ସାହୁ ଉପସ୍ଥିତ ରହି ପରିବାର ବର୍ଗ ଙ୍କୁ ବୁଝାସୁଝା କରିଥିଲେ ଏବଂ ସମବେଦନା ଜଣାଇଥିଲେ ।

About Author

indadmin

indadmin

Related Articles

Archives

Calendar

September 2026
M T W T F S S
 123456
78910111213
14151617181920
21222324252627
282930