Indus Valley Times

ବଣାଇ ଅଞ୍ଚଳରେ ବୁଲୁଛି ବାଘ, ସ୍ଥାନୀୟ ଲୋକଙ୍କ ମନରେ କୋକୁଆ ଭୟ

 Breaking News

ବଣାଇ ଅଞ୍ଚଳରେ ବୁଲୁଛି ବାଘ, ସ୍ଥାନୀୟ ଲୋକଙ୍କ ମନରେ କୋକୁଆ ଭୟ

August 31
11:56 2025

ସୁନ୍ଦରଗଡ଼,୩୧/୮: ସୁନ୍ଦରଗଡ଼ ଜିଲା ବଣାଇଁ ବନଖଣ୍ଡ ଅଧୀନ ବଣାଇଁ ବନାଞ୍ଚଳ ଅନ୍ତର୍ଗତ ଘୁଷୁରା ଜଙ୍ଗଲରେ ଏକ ପାଦ ଚିହ୍ନ ଦେଖି ସ୍ଥାନୀୟ ଲୋକେ ବନ ବିଭଗକୁ ଖବର ଦେବା ପରେ ବନ ବିଭଗ ଘଟଣାସ୍ଥଳରେ ପହଞ୍ଚି ପାଦଚିହ୍ନ କୁଦେଖି ତଦନ୍ତ ଆରମ୍ଭ କରିଛି । ଏହା ବାଘ ପାଦଚି଼ହ୍ନ ନାଁ ସେହି ଜାତୀୟ ଅନ୍ୟ କୌଣସି ପ୍ରାଣୀର ତାକୁ ନେଇ ବନବିଭାଗ ବିଶେଷଜ୍ଞ ଦଳର ସହାୟତା ଲୋଡିଛି ।
ସୂଚନାଯୋଗ୍ୟ, କିଛିଦିନ ତଳେ ବନଖଣ୍ଡର ସୋଲ ବନାଞ୍ଚଳରେ ବୁଲୁଥିବା ମହାବଳ ବାଘ ଭୟ ଏବେ ଚର୍ଚ୍ଚାରେ ଥିବା ନେଇ ଅଞ୍ଚଳରେ କୋକୁଆ ଭୟ ସୃଷ୍ଟି ହୋଇଛି ବନବିଭାଗ ପ୍ରାରମ୍ଭିକ ତଦନ୍ତରୁ ଏହା ହିଂସ୍ର ଜନ୍ତୁର ହୋଇପାରେ ବୋଲି ସୂଚନା ଦେଇ କେଉଁ ଜାତୀୟ ତାହା ବିଶେଷଜ୍ଞ ମାନେ ସ୍ପଷ୍ଟ କରିବେ ବୋଲି କହିଛି।

About Author

indadmin

indadmin

Related Articles

Archives

Calendar

October 2026
M T W T F S S
 1234
567891011
12131415161718
19202122232425
262728293031