Indus Valley Times

ବରପାଲି ବ୍ଲକ କନିଷ୍ଠ ଯନ୍ତ୍ରୀଙ୍କ ସନ୍ଦେହଜନକ ମୃତ୍ୟୁ: କାରରୁ ମିଳିଲା ମୃତଦେହ

 Breaking News

ବରପାଲି ବ୍ଲକ କନିଷ୍ଠ ଯନ୍ତ୍ରୀଙ୍କ ସନ୍ଦେହଜନକ ମୃତ୍ୟୁ: କାରରୁ ମିଳିଲା ମୃତଦେହ

ବରପାଲି ବ୍ଲକ କନିଷ୍ଠ ଯନ୍ତ୍ରୀଙ୍କ ସନ୍ଦେହଜନକ ମୃତ୍ୟୁ: କାରରୁ ମିଳିଲା ମୃତଦେହ
May 16
09:07 2025

ବରଗଡ଼,୧୬/୫ : ବରଗଡ ସହର ଉପକଣ୍ଠ ହଳଦୀପାଲି ଛକରେ ଏକ ହୁଣ୍ଡାଇ କ୍ରେଟା ଗାଡି ଭିତରେ ଶୁକ୍ରବାର ସକାଳୁ ଜଣେ ଯନ୍ତ୍ରୀଙ୍କ ମୃତଦେହ ଉଦ୍ଧାର ଘଟଣା ଆଲୋଡ଼ନ ଖେଳାଇ ଦେଇଛି। ମୃତ ଯନ୍ତ୍ରୀ ହେଲେ, ଚଦ୍ର ଶେଖର ଝାଡ଼ିଆ ।
ସେ ବରଗଡ଼ ଜିଲା ବରପାଲି ବ୍ଲକରେ କାର୍ଯ୍ୟରତ ଥିଲେ। ତାଙ୍କ ଶରୀର ବିଭିନ୍ନ ସ୍ଥାନରେ ଜଳି ପୋଡି ଯାଇଥିବା ପରିଲକ୍ଷିତ ହୋଇଛି। ସେହିପରି କାରରେ ଲାଗିଥିବା ଏସି ଖରାପ ଥିବା ଯୋଗୁଁ ଏସି ସଟସର୍କିଟ ଯୋଗୁଁ ତାଙ୍କ ମୃତ୍ୟୁ ହୋଇଥିବା ଅନୁମାନ କରାଯାଉଛି। ପୋଲିସ୍ ମୃତଦେହ ଉଦ୍ଧାର କରି ତଦନ୍ତ ଆରମ୍ଭ କରିଛି।

About Author

indadmin

indadmin

Related Articles

Archives

Calendar

August 2026
M T W T F S S
 12
3456789
10111213141516
17181920212223
24252627282930
31